ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ଅବୋଲୀ ସୁନିଲ ନରୱଣେଙ୍କ କାର୍ଯ୍ୟରେ ଯୋଗଦାନ
ସୁବର୍ଣ୍ଣପୁର,୧/୭-ଆଜି ପୂର୍ବାହ୍ନରେ ଅବୋଲୀ ସୁନିଲ ନରୱଣେ,(ଭା.ପ୍ର.ସେ.) ସୁବର୍ଣ୍ଣପୁର ଜିଲା୍ଲପାଳ ଭାବେ ଯୋଗଦାନ କରିଛନ୍ତି । ଶ୍ରୀମତୀ ନରୱଣେ ଏହା ପୂର୍ବରୁ ରାଉରକେଲା ଅତିରିକ୍ତ ଜିଲ୍ଳାପାଳ ଭାବେ ସଫଳତାର ସହ କାର୍ଯ୍ୟ କରି ଜନସାଧାରଣଙ୍କ ଆସ୍ଥା ଭାଜନ ହେବାସହ ସରକାରଙ୍କ ବିଭିନ୍ନ!-->…
Read More...
Read More...