ବୌଦ୍ଧ: ହୃଦଘାତରେ ବରିଷ୍ଠ କିରାଣୀଙ୍କ ପରଲୋକ
ବୌଦ୍ଧ,୧/୭- ବୌଦ୍ଧସହରର ରାଜନପାଲି ନିବାସୀ ସୁଦର୍ଶନ ସେଠୀ (୫୭)ଙ୍କ ଆଜି ସକାଳ ୧୧ଟାବେଳେ ହୃଦଘାତରେ ପରଲୋକ ହୋଇଥିବା ଖବର ମିଳିଛି । ସେ ବୌଦ୍ଧର ମଧ୍ୟମ କ୍ଷୁଦ୍ର ଜଳସେଚନ ବିଭାଗରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟ କରୁଥିଲେ । ଆଜି ହଠାତ୍ ଅସୁସ୍ଥ ହେବାସହ ହୃଦଘାତରେ ତାଙ୍କର ପରଲୋକ!-->…
Read More...
Read More...