ଭୁବନେଶ୍ୱରରେ ୧୦୦ ଟପିଲା ପେଟ୍ରୋଲ ଦର
ଭୁବନେଶ୍ୱର: ଦେଶରେ ପେଟ୍ରୋଲ ଦର ଗତ କିଛି ଦିନ ହେବ ଲଗାତାର ଭାବେ ବଢିଚାଲିଛି । ଦେଶର କେତେକ ସ୍ଥାନରେ ଲିଟର ପିଛା ୧୧୦ରୁ ୧୧୨ ଟଙ୍କାରେ ବିକ୍ରି ହେଉଛି । ଆଜି ଓଡିଶାର ରାଜଧାନୀ ଭୁବନେଶ୍ୱର ପେଟ୍ରୋଲ ଲିଟର ପିଛା ଦର ୧୦୦ ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ରାଜ୍ୟର ମାଲକାନଗିରି!-->…
Read More...
Read More...