ଶ୍ରୀଲଙ୍କାରେ ମସ୍ତି ମୋଡ୍ରେ ଭାରତୀୟ ଖେଳାଳି, ଫଟୋ ସେୟାର କଲା ବିସିସିଆଇ
କଲମ୍ବୋ : ଶିଖର ଧାୱନଙ୍କ ଅଧିନାୟକତ୍ୱରେ ଥିବା ଭାରତୀୟ ଦଳ ବର୍ତ୍ତମାନ ଶ୍ରୀଲଙ୍କାରେ ଅଛନ୍ତି । ଏହି ଗସ୍ତରେ ଭାରତୀୟ ଦଳକୁ ୩ ଟି ଦିନିକିଆ ଏବଂ ୩ ଟି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳିବ । ପ୍ରଥମ ଦିନିକିଆ ମ୍ୟାଚ୍ ଜୁଲାଇ ୧୩ ରେ ଖେଳାଯିବ । ଧାୱନଙ୍କ ଅଧିନାୟକତ୍ୱ ଏବଂ!-->…
Read More...
Read More...