ଆଇସିସି ଟେଷ୍ଟ ମାନ୍ୟତା : ରବିନ୍ଦ୍ର ଜାଡେଜା ହେଲେ ନମ୍ବରୱାନ ଅଲରାଉଣ୍ଡର

ଦୁବାଇ : ଆଇସିସି ଟେଷ୍ଟ ମାନ୍ୟତା ଘୋଷଣା କରାଯାଇଛି । ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତର ଥ୍ରିଡି ପ୍ଲେୟାର ରବିନ୍ଦ୍ର ଜାଡେଜା ଏକ ନମ୍ବର ଅଲରାଉଣ୍ଡର ହୋଇଛନ୍ତି । ଜାଡେଜା ଜେସନ ହୋଲଡରଙ୍କୁ ଏହି ମାମଲାରେ ପଛରେ ପକାଇ ଦେଇଛନ୍ତି । ସାର୍ ରବିନ୍ଦ୍ର ଜାଡେଜା ବର୍ତ୍ତମାନ ୩୮୬ ପଏଣ୍ଟ
Read More...

ବେବି ହତ୍ୟା ଘଟଣା : ବିଜେପି ପକ୍ଷରୁ ତହସିଲଦାରଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ

ଦଶପଲ୍ଲା :ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ନୂଆଗାଁ ପଞ୍ଚାୟତ ଧୁନ୍ଦୁ ଗାଡିଆ ଗ୍ରାମର ୬ ବର୍ଷର ନାବାଳିକା ବେବି ହତ୍ୟା ଘଟଣାକୁ ନେଇ ଦଶପଲ୍ଲା ବ୍ଲକ ବିେ ପି ପକ୍ଷରୁ ୪ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁଙ୍କୁ ପ୍ରଦାନ କରାଯାଇଛି । ପୂର୍ବତନ
Read More...

ଭୋଜିହେଲା କାଳ : ସଂଘବଦ୍ଧ ଭାବେ ଯୁବକକୁ ପିଟିପିଟି ହତ୍ୟା, ୩ ଅଟକ

ଜି.ଉଦୟଗିରି,୨୩/୬- କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ କାଣ୍ଡାବାଡ଼ି ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତ୍ରରେ ଜଣେ ଯୁବକକୁ ଆଉ କିଛି ଯୁବକ ସଂଘବଦ୍ଧ ଭାବେ ପିଟିପିଟି ଅତି ନୃଶଂସଭାବେ ହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ଦଳପଡ଼ା ଗ୍ରାମର ସୁଜିତ ସାହାଣୀ ବୋଲି ଜଣାପଡିଛି ।
Read More...

ଖାସି ପାଇଁ ଭାଙ୍ଗିଗଲା ବାହାଘର

ସୁକିନ୍ଦା : ଖାସି ପାଇଁ ଭାଙ୍ଗିଗଲା ବାହାଘର । ବରଯାତ୍ରୀଙ୍କୁ ଖାସି ମାଂସ ନଦେବାରୁ ଫେରିଗଲା ବର । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧଗାଁ ପଞ୍ଚାୟତ ମାନତିରା ଗାଁରେ । ଏହି ଗାଁ ର ଜୈନିକ ବ୍ୟକ୍ତିଙ୍କ ଝିଅ ବାହାଘର କେନ୍ଦୁଝର ଜିଲ୍ଲା ରେବେଣା ପଳାଶ
Read More...

୧୮୦କେଜି ଗଞ୍ଜେଇ ସହ ପିକଅପ୍ ଜବତ, ୧ଗିରଫ

ସୁବର୍ଣ୍ଣପୁର : ଗତକାଲି ଜିଲ୍ଲାର ତରଭା ବ୍ଲକ ଅନ୍ତର୍ଗତ କମସରା ଗ୍ରାମ ପାଖରେ ଅତର୍କିତ ଭାବେ ତରଭା ପୋଲିସ ଚଢ଼ାଉ କରି ଗୋଟିଏ ବୋଲେରୋ ପିକଅପ୍ ଭ୍ୟାନ୍ ଓଡି ୩୧ ଇ;୩୧୭୬ ନଂ ରୁ ୧୮୦ କେଜି ଗଞ୍ଜେଇ ଜବତ କରି ଜଣକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ସୁଦୁର ପଞ୍ଜାବର ବୋଲି ଜଣାପଡ଼ିଛି । ଏ
Read More...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୨ କୋଟି ଜରିମାନା

ବେଙ୍ଗାଲୁରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡାଙ୍କୁ ୨ କୋଟି ଟଙ୍କାର ଜରିମାନାଦେବାକୁ ନିର୍ଦ୍ଦେଶ। ବେଙ୍ଗାଲୁରୁର ଏକ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ୧୦ ବର୍ଷ ତଳେ ଏକ ଟିଭି ସାକ୍ଷାତକାରରେ ନନ୍ଦି ଇନଫ୍ରାଷ୍ଟକଚର କୋରିଡର ଏଣ୍ଟରପ୍ରାଇଜେସ ବିରୋଧରେ ଦେବଗୌଡା ଆପତ୍ତି ଜନକ
Read More...

ଆସନ୍ତାକାଲି ଶ୍ରୀଜିଉଙ୍କ ସ୍ନାନଯାତ୍ରା, ଆଜି ରାତି ଗୋଟାଏରୁ ପହଣ୍ଡି

ପୁରୀ: ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନ ସିଂହାସନରୁ ସ୍ନାନବେଦିକୁ ବିଜେ କରିବେ ଶ୍ରୀଜିଉ । ସ୍ନାନବେଦିରୁ ଗଜ ବେଶରେ ବିଶ୍ୱର କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେବେ । କୋଭିଡ କଟକଣା ପାଇଁ ବିନା ଭକ୍ତରେ ଚଳିତବର୍ଷର ନୀତିକାନ୍ତି ଅନୁଷ୍ଠିତ ହେବ । ଦଇତାପତି ସେବକମାନେ ଆଜି
Read More...

ଟିକା କିଣିବାରେ ରାଜ୍ୟ ସରକାରଙ୍କ ବିଫଳତା ଦର୍ଶାଇଲେ ଅପରାଜିତା

ଭୁବେନଶ୍ୱର : ସମଗ୍ର ଦେଶରେ କେନ୍ଦ୍ର ସରକାର ଟିକାକରଣ ଅଭିଯାନ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ରାଜଧାନୀର ବିଭିନ୍ନ ଟିକାକରଣ କେନ୍ଦ୍ର ପରିଦର୍ଶନ କରିବା ସହିତ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ରାଜ୍ୟ ସରକାର ଟିକା
Read More...

କରୋନା କବଳରେ ନୟାଗଡ଼ ଜିଲ୍ଲା

ଦଶପଲ୍ଲା,୨୩/୬ :- ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିଚାଲିଛି । ନୟାଗଡ ଜିଲ୍ଲାରେ କରୋନା ସଂକ୍ରମଣ ଥମୁନାହିଁ । ଆଜି ଜିଲ୍ଲାରୁ ୧୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ସକ୍ରିୟ ମାମଲା ୧୨୫୮ ହୋଇଥିବା ଜଣାଯାଇଛି । ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୬୨ ରହିଥିବା
Read More...