ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, କାର୍ଯ୍ୟାନୁଷ୍ଠାନ ପାଇଁ ଦାବିକଲା ମାରୱାଡି ଯୁବ ମଞ୍ଚ
ବୌଦ୍ଧ,୨୩/୬- ବୌଦ୍ଧ ସହରର ବ୍ୟବସାୟୀ ତଥା ଆଇନଜୀବୀ ନଟବର ଅଗ୍ରୱାଲାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମାରୱାଡି ଯୁବ ମଞ୍ଚ ତରଫରୁ ଦାବୀ କରାଯାଇଛି । ଅଖିଳ ଭାରତୀୟ ମାରୱାଡି ଯୁବ ମଞ୍ଚ଼ ବୌଦ୍ଧଶାଖାର ଏକ ପ୍ରତିନିଧି ଦଳ ଏସ୍ପିଙ୍କ!-->…
Read More...
Read More...