Sign in
Sign in
Recover your password.
A password will be e-mailed to you.
ଗଞ୍ଜେଇ ସହ ପିକଅପ ଭ୍ୟାନ ଜବତ, ଜଣେ ଗିରଫ
କଟକ : ଚୋରା ଗଞ୍ଜେଇ ଚାଲାଣର ଚୋରାଭୂଇଁ ପାଲଟିଛି ଓଡିଶା । ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଚୋରା ଗଞ୍ଜେଇ ଜବତ କରୁଛି ରାଜ୍ୟ ଫ୍ଲାଇଙ୍ଗ ସ୍କ୍ୱାଡ୍ ଟିମ୍ । ସେହିପରି ଆଜି କଟକ ଟାଙ୍ଗିରୁ ଏକ କ୍ୱିଣ୍ଟାଲ ୫ କେଜି ଗଞ୍ଜେଇ ଜବତ କରିଛି ରାଜ୍ୟ ଫ୍ଲାଇଙ୍ଗ!-->…
Read More...
Read More...
ନଦୀକୁ ଖସିଲା କାର
ମାଥିଲି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ପାଙ୍ଗାମରେ ଏକ କାର୍ ଭାରସାମ୍ୟ ହରାଇ ନଦୀକୁ ଖସି ପଡିଥିଲା । ଦୁର୍ଘଟଣାଗ୍ରସ୍ତ କାରରେ ୫ଜଣ ଥିଲେ । ଏହା ଦେଖି ସ୍ଥାନୀୟ ଲୋକେ କାର୍ ମଧ୍ୟରେ ଥିବା ୫ ଜଣଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କରିବା ପରେ ସମସ୍ତଙ୍କୁ ମାଥିଲି ମେଡିକାଲକୁ!-->…
Read More...
Read More...
ବୌଦ୍ଧ: ପୁଣି ବଢିଲା କରୋନା ଗ୍ରାଫ, ଆଜି ୪୧ ଜଣ ସଂକ୍ରମିତ ଚିହ୍ନଟ
ବୌଦ୍ଧ,୨୪/୬- ଆଜି ବୌଦ୍ଧ ଜିଲ୍ଲାରୁ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧ ବ୍ଲକରୁ ମାତ୍ର ଜଣେ, ହରଭଙ୍ଗା ବ୍ଲକରୁ ୨୬ ଜଣ!-->…
Read More...
Read More...
ଆନ୍ଧ୍ରପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଯଦି ଗୋଟିଏ ବି ମୃତ୍ୟୁ ହୁଏ, ତେବେ …
ନୂଆଦିଲ୍ଲୀ: ଦ୍ୱାଦଶ ପରୀକ୍ଷା କରିବା ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି । ଫାଇଲ ନୋଟିସ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିଏ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ନିଷ୍ପତ୍ତି ନେବା ପୂର୍ବରୁ!-->…
Read More...
Read More...
ବୌଦ୍ଧରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ, ୨୧ ଗରା ଜଳରେ ସ୍ନାନକଲେ ତିନିଠାକୁର
ବୌଦ୍ଧ,୨୪/୬- ବୌଦ୍ଧସହରରେ ବିରାଜିତ ଶ୍ରୀଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ସ୍ନାନମଣ୍ଡପରେ ଶ୍ରୀଜୀଉମାନଙ୍କ ସ୍ନାନଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ଠାକୁରଙ୍କ ନୀତିକାନ୍ତି ଓ ଭୋଗଲାଗି ହେବାପରେ ବ୍ରାହ୍ମଣମାନେ ଠାକୁରମାନଙ୍କୁ ମନ୍ଦିର ଗମ୍ଭୀରାରୁ ପହଣ୍ଡିରେ ଆଣି ସ୍ନାନ ମଣ୍ଡପରେ ବିରାଜମାନ!-->…
Read More...
Read More...
ନ୍ୟୁଜିଲାଣ୍ଡ ଦଳକୁ ଶୁଭେଚ୍ଛାର ସୁଅ, ସଚିନ କହିଲେ ଏମିତି କଥା
ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ନ୍ୟୁଜିଲାଣ୍ଡ ଐତିହାସିକ ବିଜୟ ହାସଲ କରିଛି । ଜିତିବା ପାଇଁ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୧୩୯ ରନ୍ର ଲକ୍ଷ୍ୟ ଦେଇଥିଲା, ଯାହା ଦଳ ୨ ୱିକେଟ୍ ହାସଲ କରିଥିଲା । କ୍ରିକେଟ୍ ଜଗତର ଅନେକ ଭେଟେରାନ୍ ନ୍ୟୁଜିଲ୍ୟାଣ୍ଡ ଦଳକୁ ଏହି ଚମତ୍କାର!-->…
Read More...
Read More...