ଭାଇ ଟିକେ ହାଉଲେ ଚାଲ୍-ଭଲ ନାହିଁ ରାସ୍ତାର ହାଲ୍ : କଣ୍ଟାମାଳ ପୂର୍ତ୍ତ ବିଭାଗ ରାସ୍ତାର ଅବସ୍ଥା ଶୋଚନୀୟ
କଣ୍ଟାମାଳ,୧୭/୬- ବୌଦ୍ଧଜିଲ୍ଲା ଆଭ୍ୟନ୍ତରୀଣ ଅଞ୍ଚଳ ନାରାୟଣପ୍ରସାଦକୁ ସଂଯୋଗ କରୁଥିବା ଡୁମାଲପାଲି-ସିମିଳିଯୋରା-ନାରାୟଣପ୍ରସାଦ-ଆମ୍ବଗାଁକୁ ସଂଯୋଗ କରୁଥିବା ରାସ୍ତା ଖଣ୍ଡିକ ବର୍ଷର ପ୍ରଥମ ବର୍ଷାରେ ସାଧାରଣ ଲୋକଙ୍କ ପାଇଁ ମରଣଯନ୍ତା ସାଜିଛି । ପୂର୍ତ୍ତବିଭାଗ ଦ୍ୱାରା ଏହି ରାସ୍ତାର!-->…
Read More...
Read More...