ବିଜେପି କୃଷକ ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ
କଟକ,୨/୭- ଆଜି ଦିବା ୧୧ ଘଟିକାରେ କଟକନଗର ଓ ସଦର ଜିଲ୍ଲାର କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଧାନ ମଣ୍ଡିରୁ ଧାନ ଉଠେଇବା, ସମସ୍ତ ଟୋକନ ଧାରୀଙ୍କ ଧାନ କିଣିବା ଏବଂ କଟନୀ ଛଟନି ବନ୍ଦ କରିବା ଦାବିରେ ସିଏସଓଙ୍କୁ ଦାବୀପତ୍ର ଦେଇଥିଲେ । ସ୍ଥାନୀୟ ଏସ ପି ଅଫିସ ପାଖରୁ ଏକ ଶୋଭାଯାତ୍ରାରେ!-->…
Read More...
Read More...