ମୋବାଇଲ ନେଟୱାର୍କ ନାହିଁ, ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ
କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଅନେକ ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ଗ୍ରାମ ପଂଚାୟତ ଓ ଗାଁ ଅଛି ଯୋଉଠି ମୋବାଇଲ ନେଟୱାର୍କ ସାତସପନ । ସେହିପରି ଚିପାକୁର ପଂଚାୟତର ଅଧିକାଂଶ ଗାଁ ରେ ନେଟୱର୍କ ନାହିଁ l ଉକ୍ତ ପଂଚାୟତର ଝୋଡିଗୁଡl ଗାଁ ରେ ଟାୱାର ସେବା ଠିକ୍ ଭାବରେ!-->…
Read More...
Read More...