ପ୍ରଧାନ ଶିକ୍ଷକ ସୁନୀଲ କୁମାର ପରିଡାଙ୍କ ଅବସର ଗ୍ରହଣ
ବୌଦ୍ଧ,୧/୭ – ବୌଦ୍ଧ ଏନଏସି ଅନ୍ତର୍ଗତ ରାଜନପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନୀଲ କୁମାର ପରିଡା ଗତକାଲି ଅବସର ଗ୍ରହଣ କରିଛନ୍ତି । ଅବସର ଗ୍ରହଣ ଅବସରରେ ବୌଦ୍ଧ ବିଇଓ ଧ୍ରୁବଚରଣ ଘିବେଲାଙ୍କ ଠାରୁ ତାଙ୍କର ପ୍ରୋଭିଜନାଲ ପେନସନ ଅର୍ଡର ପାଇଥିଲେ । ସେ ଜଣେ କର୍ତ୍ତବ୍ୟନିଷ୍ଠ!-->…
Read More...
Read More...