ଜଳିଗଲା ୫ ପରିବାରର ୫ ବଖରା ଘର
ଦଶପଲ୍ଲା : ବୁଧବାର ମଧ୍ୟାହ୍ନ ସମୟରେ ଦଶପଲ୍ଲା ବ୍ଲକ ଭୋଗବାଡ଼ୀ ପଞ୍ଚ଼ାୟତ ପିପଳପଦର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୫ଟି ଦଳିତ ପରିବାରର ୫ ବଖରା ଘର ପୋଡି ପାଉଁଶ ହୋ ଯାଇଛି । ପ୍ରଥମେ ସେହିଗ୍ରାମର୍ ଅଭିମନ୍ୟୁ ନାଏକଙ୍କ ଘରୁ ବିଦ୍ୟୁତ ସଟସର୍କିଟ ହୋଇ ତାଙ୍କ ଘରେ ନିଆଁ ଲାଗି ଘର ପୋଡି!-->…
Read More...
Read More...