ଟେଷ୍ଟରେ ବିରାଟ କୋହଲିଙ୍କ ୧୦ ବର୍ଷ: ୨୦୧୧ ଆଜିର ଦିନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କରିଥିଲେ ଡେବ୍ୟୁ
ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ବିରାଟ କୋହଲି ଆଜି ଟେଷ୍ଟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି । ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୦ ଜୁନ୍ ୨୦୧୧ ରେ ଡେବ୍ୟୁ କରିଥିଲେ । ସେବେଠାରୁ ସେ ମୋଟ ୯୨ ଟେଷ୍ଟ ଖେଳିଛନ୍ତି । ଏଥିରେ ସେ ହାରାହାରି ୫୨.୬୮ ରେ ୭୫୩୪ ରନ୍ ସ୍କୋର କରିଛନ୍ତି ।ସେ!-->…
Read More...
Read More...