Sign in
Sign in
Recover your password.
A password will be e-mailed to you.
ସବୁଜ ରଜ ପ୍ରକୃତି କୋଳରେ ରଜ ଉତ୍ସବ
ଭୁବନେଶ୍ୱର,୧୩/୬ - ଆସନ୍ତାକାଲି ପହିଲି ରଜ । ପ୍ରକୃତିର ପର୍ବ ହେଉଛି ରଜ । ରଜ ଓଡିଆ ଜାତିର ସ୍ୱାଭିମାନ ଓ ସାଂସ୍କୃତିକ ବିଭବର ପରିଚୟ । ମାଆ, ଝିଅଙ୍କ ସହ ମାଟି ମାଆକୁ ନିଜ ସଂସାରରେ ସାମିଲ କରି ପ୍ରତିଟି ଓଡିଆ ପରିବାର ପାଳନ କରିଥାଏ ରଜ ପର୍ବ । ପ୍ରତି ଘରେ ପାରମ୍ପରିକ ପିଠାପଣା,!-->…
Read More...
Read More...
ଅନ୍ଧ ବିଶ୍ୱାସର କରୁଣ ପରିଣତି
ଦଶପଲ୍ଲା,୧୩/୬- ଗ୍ରାମାଞ୍ଚଳରେ ଆଜିବି ଲୋକଙ୍କ ମନରେ ବିଶ୍ୱାସ ଜନ୍ମେଇଛି ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସ । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଅନେକ ଅପରାଧମୂଳକ କାର୍ଯ୍ୟ ଘଟିଚାଲିଛି । ହେଲେ ଏହା ମଧ୍ୟରେ ଗୁଣିଗାରେଡିର ବଶବର୍ତ୍ତୀ ହୋଇ ନିଜ ପୁଅକୁ ଶିକୁଳିରେ ବାନ୍ଧି ରଖିବା ଭଳି ଅଭାବନୀୟ!-->…
Read More...
Read More...
ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ୩ ବର୍ଷ ହେଲା ଅଚଳ !
ବୌଦ୍ଧ,୧୩/୬ - କଣ୍ଟାମାଳ ବ୍ଲକ୍ ଦପଲା ଗ୍ରାମ ପଞ୍ଚାୟତ ଲଇଡା ହରିଜନ ସାହିକୁ ପାନୀୟ ଜଳ ଯୋଗାଣ ପାଇଁ ନିର୍ମିତ ସୌରଶକ୍ତି ଚାଳିତ ପାନୀୟଜଳ ଯୋଗାଣ ପ୍ରକଳ୍ପ ତିନିବର୍ଷ ହେଲା ଅଚଳ ହୋଇ ପଡିରହିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ୨୦୧୫-୧୬ ଆର୍ଥିକ ବର୍ଷରେ ନିର୍ମାଣ ହୋଇଥିବା!-->…
Read More...
Read More...
ଉମା ଗାଁ ପୋଖରୀ ମାଛମରା ଘଟଣା:ସାମ୍ବାଦିକ ଅନୁଷ୍ଠାନଙ୍କ ତରଫରୁ କ୍ଷୋଭ ପ୍ରକାଶ
କଣ୍ଟାମାଳ,୧୩/୬- ଗତ ୮ ତାରିଖରେ କଣ୍ଟାମାଳବ୍ଲକ ଉମା ପଞ୍ଚାୟତ ସଦର ମହକୁମା ସରକାରୀ ବନ୍ଧରୁ ଶତାଧିକ ଲୋକେ କରୋନା କଟକଣାକୁ ବେଖାତିର କରି ମାଛ ମାରୁଥିବା ସଂପର୍କୀୟ ଖବର ପ୍ରକାଶ ପରେ ବ୍ଲକ ପ୍ରଶାସନ ତରଫରୁ ତଦନ୍ତ କରାଯାଇଥିଲା । ଭିଡିଓରେ ଲୋକମାନଙ୍କୁ ଚିହ୍ନିପାରୁନଥିବା ଦର୍ଶାଇ ଭିଡିଓ!-->…
Read More...
Read More...
ସିକରମାହା ଘାଟିରେ ଦୁର୍ଘଟଣା ୧୦ଫୁଟ ଖାଲକୁ ଖସିଲା ଲୁନା ବାଇକ ,ଚାଳକ ଗୁରୁତର
ଦାରିଙ୍ଗବାଡ଼ି୧୩/୬- ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ସିକରମାହା ଘାଟିରେ ଦୁର୍ଘଟଣା ଘଟିବାରୁ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି l ଗୁରୁତର ଜଣକ ହେଲେ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ରଙ୍ଗାବାଲି ଗ୍ରାମର ପ୍ରତାପ ଗୌଡ଼(୫୦) l ସୂଚନା ପ୍ରକାରେ ଗୁରୁତର ଆହତ!-->…
Read More...
Read More...
ଇଂଲଣ୍ଡକୁ ହରାଇ ଇତିହାସ ରଚିଲା ନ୍ୟୁଜିଲ୍ୟାଣ୍ଡ, ୨୨ବର୍ଷ ପରେ ଏମିତି ଘଟିଲା
ବର୍ମିଂହୋମ : ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଇଂଲଣ୍ଡକୁ ୮ ୱିକେଟରେ ପରାସ୍ତ କରି ସିରିଜକୁ ୧-୦ରେ ଜିତି ନେଇଛି । ୧୯୯୯ ପରଠାରୁ ପ୍ରଥମ ଥର ପାଇଁ କିୱି ଦଳ ଇଂଲଣ୍ଡ ମାଟିରେ ଟେଷ୍ଟ ସିରିଜ୍ ଜିତିବାରେ ସଫଳ ହୋଇଛି । ଅର୍ଥାତ୍ ୨୨ ବର୍ଷ ପରେ ନ୍ୟୁଜିଲ୍ୟାଣ୍ଡ!-->…
Read More...
Read More...
ଘରେ ଶୁଭ କାର୍ଯ୍ୟ କରିବା ପୂର୍ବରୁ କାହିଁକି ଅଙ୍କା ଯାଇଥାଏ ସ୍ୱସ୍ତିକ ଚିହ୍ନ?
ହିନ୍ଦୁ ଧର୍ମରେ ସ୍ୱସ୍ତିକ ଚିହ୍ନର ବିଶେଷ ମହତ୍ତ୍ୱ ରହିଛି । କୌଣସି ଶୁଭ କାମ କରିବା ପୂର୍ବରୁ ଘରେ ସ୍ୱସ୍ତିକର ଚିହ୍ନ ତିଆରି କରାଯାଇଥାଏ । ଏହି ପରମ୍ପରା ଦୀର୍ଘ ଦିନ ଧରି ଚାଲିଆସୁଛି । ସ୍ୱସ୍ତିକ ଚିହ୍ନର ପରମ୍ପରା ଜୈନ ଧର୍ମ ଏବଂ ବୌଦ୍ଧ ଧର୍ମରେ ମଧ୍ୟ ପ୍ରଚଳିତ । ସ୍ୱସ୍ତିକ ଶବ୍ଦରେ ସୁ!-->…
Read More...
Read More...
ସାରା ଓଡ଼ିଶାକୁ ଛଇଁଲା ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ ,୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ଆଜି ସାରା ଓଡ଼ିଶାକୁ ଛଇଁଲା ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ରାଜ୍ୟର ୨୧ଟି ଜିଲ୍ଲାକୁ!-->…
Read More...
Read More...