କରୋନା ସଚେତନତା ବାର୍ତ୍ତାବାହକ ଗାଡ଼ି ଓ ପୋଷ୍ଟର କ୍ୟାଂପେନର ଶୁଭାରମ୍ଭ
ବାଲିଗୁଡ଼ା,୮/୬: ଆଜି ବନବାସୀ ସେବା ସମିତି, ବାଲିଗୁଡ଼ା ଦ୍ୱାରା କରୋନା ସଚେତନତା ବାର୍ତ୍ତାବାହକ ଗାଡ଼ି ଓ ପୋଷ୍ଟର କ୍ୟାଂପେନର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ଶଶାଙ୍କ ଶେଖର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସ୍ଥାନୀୟ ସି. ଡି.ପି.ଓ ଅନିତା!-->…
Read More...
Read More...