Sign in
Sign in
Recover your password.
A password will be e-mailed to you.
ସଚେତନତା ଅଭାବରୁ କୋଭିଡ଼ ରୋଗୀଙ୍କ ଚାଲିଗଲା ଜୀବନ
ଦାରିଙ୍ଗବାଡି : ବର୍ତ୍ତମାନ କୋଭିଡ଼ ୧୯ର ଦ୍ୱିତୀୟ ଲହରୀ ଚାଲିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଂଚଳର ଲୋକେ ଆଜି ବି ଠିକ୍ ଭାବରେ ସଚେତନ ହୋଇନାହାନ୍ତିି । ସଚେତନତା ଅଭାବ ହେଉ ଅବା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲୋକଙ୍କ ଜୀବନ ଚାଲିଯାଉଛି । ଏଭଳି ଭାବେ ଭିନ୍ନଭିନ୍ନ ଚିକିତ୍ସା!-->…
Read More...
Read More...
୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ୨ ଘଣ୍ଟାରେ ସରିଗଲା ବୌଦ୍ଧ ସହରର ସ୍ଲଟ ବୁକିଙ୍ଗ
ବୌଦ୍ଧ,୬/୬- ଆଜି ଓଡିଶାର ୨୨ଟି ଜିଲ୍ଲାର ସହରାଞ୍ଚଳରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦେବାପାଇଁ ସ୍ଲଟ ବୁକିଙ୍ଗ ଆରମ୍ଭ ହୋଇଛି । ଦୀର୍ଘଦିନରୁ ରେଜିଷ୍ଟ୍ରେସନ କରି ଏହି ଯୁବ ବର୍ଗ ଟିକାପାଇଁ ଅପେକ୍ଷା କରି ବସିଥିଲେ । ଗତକାଲି ରାତିରେ ଟିକା ମିଳିବାନେଇ ଘୋଷଣା ହେବାପରେ ଆଜି ସକାଳ!-->…
Read More...
Read More...
ସୂର୍ଯ୍ୟକୁମାରଙ୍କୁ ପ୍ରଶଂସା କଲେ ଏମ୍ଏସ୍କେ ପ୍ରସାଦ
ନୂଆଦିଲ୍ଲୀ : ପୂର୍ବତନ ୱିକେଟ୍କିପର ବ୍ୟାଟ୍ସମ୍ୟାନ୍ ଏମ୍.ଏସ୍.କେ ପ୍ରସାଦ ଦୀର୍ଘ ଦିନ ଧରି ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେହି ସମୟ ମଧ୍ୟରେ, ଫର୍ମରେ ଥିବା ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସାମିଲ କରିନଥିଲେ, କିନ୍ତୁ!-->…
Read More...
Read More...
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଅସୁସ୍ଥ
ଭୁବନେଶ୍ୱର : କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏ ସଂପର୍କରେ ତାରାଙ୍କ ପତ୍ନୀ ମୀନାକ୍ଷୀ ବାହିନୀପତି ସୂଚନା ଦେଇଛନ୍ତି । ଗତକାଲି ସେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ତାଙ୍କ ପତ୍ନୀ କହିଛନ୍ତି ।
Read More...
Read More...
ବିନା ସ୍ଲଟ ବୁକିଂରେ ନେଇ ହେବ ଦ୍ୱିତୀୟ ଡୋଜ
ଭୁବନେଶ୍ୱର:ଯେଉଁମାନେ ମେ ୩ରୁ ମେ ୧୪ ଭିତରେ ବିଏମସି ଅଧୀନରେ ନିଜ ପ୍ରଥମ ଡୋଜ ଟିକା ନେଇଛନ୍ତି, ସେମାନଙ୍କୁ ଦ୍ୱିତୀୟ ଡୋଜ ନେବା ପାଇଁ ଆଉ କୋୱିନ୍ ୱେବସାଇଟରେ ସ୍ଲଟ ବୁକ୍ କରି ଟିକା ନେବାକୁ ପଡ଼ିବନି । ଯେଉଁ ସ୍ଥାନରେ ପ୍ରଥମ ଡୋଜ ଟିକା ନେଇଥିଲେ ସେହି ସ୍ଥାନରେ ଦ୍ୱିତୀୟ ଡୋଜ ଟିକା ନେଇ!-->…
Read More...
Read More...
ହସ୍ପିଟାଲରେ ଭର୍ତ୍ତି ହେଲେ ଦିଲୀପ କୁମାର
ମୁମ୍ବାଇ : ଭେଟେରାନ୍ ଅଭିନେତା ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟ ରବିବାର ଦିନ ହଠାତ୍ ଖରାପ ହୋଇଯାଇଛି । ସେ ଗତ କିଛି ଦିନ ହେବ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହା ପରେ ତାଙ୍କୁ ଘରେ ଚିକିତ୍ସା କରାଯାଉଥିଲା । ରବିବାର ଦିନ ୯୮ ବର୍ଷୀୟ ଅଭିନେତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା!-->…
Read More...
Read More...
ମନେଗାର ଯୋଜନା ବିଫଳ: ଚକପାଦ ବ୍ଲକର ଅଧିକାଂଶ ପଞ୍ଚାୟତରେ କେବଳ ଫଳକରେ ଆମ୍ବ ଲିଚୁ ଚାଷ, ଲକ୍ଷାଧିକ ଟଙ୍କା ପାଣିରେ
ଫୁଲବାଣୀ,୬/୬- ଲୋକମାନଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି କରିବା ପାଇଁ ସରକାର ମନରେଗା ଯୋଜନାରେ ଉନ୍ନତ କିସମ ଫଳ ବଗିଚା କରିବା ପାଇଁ ଲକ୍ଷାଧିକ ବ୍ୟୟ କରାଯାଉଛି । ହେଲେ ବିଭାଗୀୟ କର୍ମଚାରୀ ମାନଙ୍କ ଅବହେଳା ଦୁର୍ନୀତିପୂର୍ଣ୍ଣ ମନୋଭାବ କାରଣରୁ ଫଳ ଚାଷ ଯୋଜନା ଜିଲ୍ଲାରେ ଏତେଟା ସଫଳତା!-->…
Read More...
Read More...