ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର
ପୁରୀ: ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ୫ ଦିନିଆ ଓଡିଶା ଗସ୍ତ ଅବସରରେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ।ଦର୍ଶନ ପରେ ଭାବବିହ୍ବଳ ହୋଇଛନ୍ତି ଏସ ଜୟ ଶଙ୍କର । ଜୟ ଜଗନ୍ନାଥ କହି ନିଜର ପ୍ରତିକ୍ରିୟା ରଖିବା ସହ ଓଡ଼ିଶା ଉପରେ ସ୍ବତନ୍ତ୍ର ଫୋକସ୍!-->…
Read More...
Read More...