ପାଇଖାନା ଟାଙ୍କି ସଫା କରିବାକୁ ଯାଇ ଶ୍ୱାସ ରୁଦ୍ଧରେ ୨ ମୃତ
ଫୁଲବାଣୀ,୩୧/୫- ଆଜି ସକାଳୁ କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ ପିଟବାରି ଗ୍ରାମରେ ଏକ ନୂଆ ଲେଟିନ ଟାଙ୍କିର ସେଣ୍ଟ୍ରିଙ୍ଗ କାଠ ବାହାର କରିବାକୁ ଜଣେ ଶ୍ରମିକ ଭିତରକୁ ଯାଇଥିବାବେଳେ ଶ୍ୱାସରୁଦ୍ଧ ହୋଇ ଟାଙ୍କି ଭିତରେ ପଡିଯାଇଥିଲା । ଏହା ଦେଖି ଘର ମାଲିକ ଟାଙ୍କି ଭିତରକୁ ଯାଇଥିଲେ । ସେ!-->…
Read More...
Read More...