ବାଣିଗୋଛାରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ଦଶପଲ୍ଲା :- ସାରା ବିଶ୍ୱରେ ମ୍ୟାଲେରିଆ ତାର ଦବ୍‌ଦବା ଜାହିର କରିଥିବା ବେଳେ, ତାର ସଂପୂର୍ଣ୍ଣ ନିରାକରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ସମସ୍ତ ବିକଶିତ ଓ ବିକାଶଶୀଳ ଦେଶ ମାନେ ତାଙ୍କ ପ୍ରଚେଷ୍ଟା ମଧ୍ୟ ଜାରି ରଖିଛନ୍ତି । ଏହି ରୋଗରେ ପ୍ରତିବର୍ଷ ବହୁ ଲୋକଙ୍କର ଜୀବନ ହାନି ହୋଇଥାଏ
Read More...

ପୁରୀ ରଥଯାତ୍ରା ପାଇଁ ବୌଦ୍ଧରୁ ରଥକାଠ ପ୍ରେରଣ

ବୌଦ୍ଧ,୨୬/୪- ବୌଦ୍ଧ ବନଖଣ୍ଡ ତରଫରୁ ଚଳିତବର୍ଷ ପୁରୀ ରଥଯାତ୍ରା ପାଇଁ ୨୪୦ଖଣ୍ଡ ରଥକାଠରୁ ଆଜି ୯୬ ଖଣ୍ଡ ରଥକାଠ ରଥନିର୍ମାଣ ପାଇଁ ରଥଖଳା ପୁରୀକୁ ପଠାଯାଇଛି । ସମସ୍ତ ରୀତିନୀତି ଆଧାରରେ ପବିତ୍ର ରଥକାଠର ପୂଜାର୍ଚ୍ଚନା ପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସବୁଜପତାକା ଦେଖାଇ ରଥକାଠ ପ୍ରେରଣ
Read More...

ବୌଦ୍ଧ: ଆଜି ଗୋଟିଏ ଦିନରେ ଜିଲ୍ଲାରେ ୭୦ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୨୬/୪- ବୌଦ୍ଧ ଜିଲ୍ଲାରେ ଦିନକୁଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ଜିଲ୍ଲାରେ ୭୦ ଜଣ ନୂତନ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ଆଜିର ୭୦ କରୋନା ପଜିଟିଭ ସଂଖ୍ୟାକୁ ମିଶାଇଲେ ଆଜି ସୁଦ୍ଧା
Read More...

ରାଜ୍ୟରେ ପୁଣି ୬୫୯୯ ପଜିଟିଭ ଚିହ୍ନଟ, ୯ ମୃତ

ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୫୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ
Read More...

ନଳକୂପ ଅଚଳ, ଶାବଳ ପୁରାଇ ବାହାର କରୁଛନ୍ତି ପାଣି

ବୌଦ୍ଧ,୨୬/୪- ବୌଦ୍ଧବ୍ଲକ୍‌ ବଘିଆପଡା ଗ୍ରାମ ପଞ୍ଚାୟତ ମାଝିସାହି ଗ୍ରାମରେ ଥିବା ଗୋଟିଏ ନଳକୂଅର ଚେନ୍‌ ଆଜକୁ ମାସେ ହେବ ଛିଣ୍ଡିଯାଇଥିବା ଯୋଗୁଁ ଗ୍ରାମବାସୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ଛିଣ୍ଡି ଯାଇଥିବା ଚେନ୍‌କୁ ଯୋଡିବାପାଇଁ ଲୋକେ ବାରମ୍ବାର ଗ୍ରାମ ପଞ୍ଚାୟତ ନିକଟରେ
Read More...

ବାଉଁଶୁଣୀ ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ ବୈଠକ

ବୌଦ୍ଧ/ବାଉଁଶୁଣୀ,୨୬/୪- ବୌଦ୍ଧବ୍ଲକ ବାଉଁଶୁଣୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ମୋ ସ୍କୁଲ୍‌ ଅଭିଯାନ ଆନୁକୁଲ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଞ୍ଚାନନ ମିଶ୍ରଙ୍କ ଆବାହାକତ୍ୱରେ ଏବଂ ସଭାପତି-ଘମୁଡୁ ଦନ୍ତାଙ୍କ ଅଧ୍ୟକ୍ଷତାରେ କୋଭିଡ ନିୟମ ମାନି ଏକ ସଭା ଅନୁଷ୍ଠିତ ହୋଇଥିଲା ।
Read More...

ଅର୍ଥାଭାବରୁ ପାଠରେ ଡୋରି ବାନ୍ଧିବେ ମେଧାବୀ ଛାତ୍ରୀ !

ବୌଦ୍ଧ/ଜହ୍ନାପଙ୍କ,୨୬/୪- ବୌଦ୍ଧବ୍ଲକ୍‌ ଖୁଣ୍ଟବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମର ଛାତ୍ରୀ ଅଙ୍କିତା ନାଏକ ଅର୍ଥାଭାବରୁ ଦ୍ୱାଦଶ ଶ୍ରେଣୀରେ ନାମ ଲେଖାଇବାକୁ ଅସମର୍ଥଥିବା ଜଣାପଡିଛି । ୨୦୧୯ରେ ଏକାଦଶ ଶ୍ରେଣୀରେ ପାଠପଢିବା କଥା କିନ୍ତୁ ସେ ପାଠପଢି ପାରିନଥିଲେ । ତାଙ୍କ
Read More...

ଅସଂପୂର୍ଣ୍ଣ ସୁଚନା ଫଳକରେ ସରିଗଲା ରାସ୍ତାକାମ !

ବୌଦ୍ଧ,୨୬/୪- ବୌଦ୍ଧବ୍ଲକ୍‌ ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାଲୋଇ ଗ୍ରାମଠାରୁ ଖୋଇମାଲ୍‌ ରାସ୍ତାରେ ଗତ ୨୦୨୦ - ୨୧ ମସିହାରେ ୫ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଇଛି । ମହାତ୍ମାଗାନ୍ଧି ଜାତୀୟ କର୍ମନିଯୁକ୍ତି ଯୋଜନା ଅର୍ଥରେ ନିର୍ମିତ ମୋରମ ମେଟାଲ ରାସ୍ତାର
Read More...

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ବୌଦ୍ଧ,୨୫/୪: ବୌଦ୍ଧବ୍ଲକ୍‌ ଶଗଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରୁଗୁଡିକନପା ଠାରେ ଗାଁ କଲ୍ୟାଣ ସମିତି ଓ ବେସରକାରୀ ସଂସ୍ଥା ଚନ୍ଦ୍ରମାର ମିଳିତ ଆନୁକୂଲ୍ୟରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି । ଏଠାରେ ମ୍ୟାଲେରିଆ ଭଳି ମାରାତ୍ମକ ରୋଗ ସହ କିପରି ମୁକାବିଲା କରିବା ଓ ଶୂନ୍ୟ
Read More...

ସଟଡାଉନ ପେଟ୍ରୋଲିଂ ବେଳେ ପାରଳା ପୋଲିସର ମାନବିକତାପୂର୍ଣ୍ଣ କାର୍ଯ୍ୟ

ପାରଳାଖେମୁଣ୍ଡି,୨୫/୪- ଗଜପତିଜିଲ୍ଲା ପାରଳାଖେମୁଣ୍ଡି ସହରରେ ସପ୍ତାହାନ୍ତ ସଟଡାଉନର ଆଜି ଦ୍ୱିତୀୟ ଦିନରେ ପାରଳା ପୋଲିସ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ଏକ ମାନବିକତା ପୂର୍ଣ୍ଣ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି । । ଆଜି ସାପ୍ତାହନ୍ତ ସଟଡାଉନର ପୂର୍ବାହ୍ନ ସମୟରେ ପାରଳା ପୋଲିସ
Read More...