ଜାଣନ୍ତୁ, ହନୁମାନଙ୍କ ପୂଜାରେ କାହିଁକି ଶାନ୍ତି ହୁଅନ୍ତି ଶନିଦେବ

ଭଗବାନ ହନୁମାନଙ୍କୁ ଶିବଙ୍କ ଅବତାର ବୋଲି ବିବେଚନା କରାଯାଏ । ଏଥିସହିତ ଏହା ମଧ୍ୟ କୁହାଯାଇଛି ଯେ ହନୁମାନ ଜୀଙ୍କ ପୂଜାରେ ଶାନିଦେବ ଶାନ୍ତ ହୁଅନ୍ତି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ ଯେତେବେଳେ ହନୁମାନ ଜୀ ଶିବଙ୍କର ଅବତାର, ସେତେବେଳେ ହନୁମାନ ଜୀଙ୍କ ପୂଜା କରିବା ପରେ ଶନି ଦେବ
Read More...

ବହି ପଢିବାର ଫଟୋ ସେୟାର କଲେ ମୁନି ରୟ, ଲେଖିଲେ ଏହି ଖାସ୍ କ୍ୟାପ୍‌ସନ

ନୂଆଦିଲ୍ଲୀ : ଅଭିନେତ୍ରୀ ମୁନି ରୟ ତାଙ୍କର ହଟ ଏବଂ ବୋଲ୍ଡ ଲୁକ୍ ଯୋଗୁଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହୁନ୍ତି । ତାଙ୍କର ଫଟୋଗୁଡିକ ପ୍ରାୟତଃ ଇଣ୍ଟରନେଟରେ ଭାଇରାଲ ହୁଏ । ସେ ବର୍ତ୍ତମାନ ତାଙ୍କ ଫଟୋକୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଥିରେ ସେ ପୁସ୍ତକ
Read More...

ଦିଲ୍ଲୀ ଆଉ ସପ୍ତାହେ ବଢିଲା ଲକଡାଉନ ଅବଧି

ନୂଆଦିଲ୍ଲୀ : ଦିଲ୍ଲୀରେ ଲକଡାଉନକୁ ଆଉ ଏକ ସପ୍ତାହ ବଢାଇଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି ଯେ, ଦିଲ୍ଲୀରେ ଯେଉଁପରି ଭାବରେ କରୋନା ସଂକ୍ରମଣ ଦ୍ରୁତିଗତିରେ ବଢୁଛି ଏହି ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ ରହିଥିଲା । ତେଣୁ ଲକଡାଉନକୁ ଆଉ ଏକ ସପ୍ତାହ ତଥା
Read More...

ନିଆଁରେ ପୋଡ଼ିଯାଇ ନାବାଳକର ଶୋଚନୀୟ ମୃତ୍ୟୁ

ସୁବର୍ଣ୍ଣପୁର,୨୫/୪- ସୁବର୍ଣ୍ଣପୁର ଜିଲ୍ଲା ବିନିକାବ୍ଲକ ଶଙ୍କରା ଗାଁରେ ଆଜି ଭୋର ସକାଳୁ ଏକ ଅଗ୍ନିକାଣ୍ଡ ଘଟି ଜଣେ ନାବାଳକର ଶୋଚନୀୟ ମୃତ୍ୟୁ ହୋଇଛି । ଚା' ତିଆରି କରୁଥିବାବେଳେ ଅଚାନକ ଗ୍ୟାସ୍‌ଲିକ୍‌ ହୋଇଯିବାରୁ ଘର ପୋଡ଼ିଯିବା ସହ ଜଣେ ୧୦ବର୍ଷ ନାବାଳକ ବାବୁଶାନ୍‌ ଗୁଡୁରିଆ ଗ୍ୟାସରେ
Read More...

ଟିକାର ଏକ ଦର ଧାର୍ଯ୍ୟ ହେଉ, ରାଜ୍ୟ ଉପରେ ଆର୍ଥିକ ଚାପ ଦିଆ ନ ଯାଉ:ସାଂସଦ

ଭୁବନେଶ୍ୱର : ଚିନ୍ତାଜନକ ବିଷୟ। ଆମେ ଭାବିଥିଲୁ କୋଭିସିଲଡ଼ ପରି କିଛି ଦର ହେବ। ICMR ଦ୍ୱାରା ସ୍ୱୀକୃତି covaxin କମ ହେବ ବୋଲି ଭାବିଥିଲୁ। ହେଲେ ବହୁତ ବଢିଛି। ରାଜ୍ୟମାନଙ୍କ ସମ୍ବଳ ଉପରେ ଅଧିକ ଚାପ ପଡ଼ିବ। ରାଜ୍ୟମାନେ ନିଜ ସ୍ତରରରେ କୋବିଡ଼ ମୁକାବିଲା କରୁଛନ୍ତି। ଯେତେ ସ୍ୱାସ୍ଥ୍ୟ
Read More...

ମନ୍ କି ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, କରୋନା ଟିକା ବିଷୟରେ କୌଣସି ଗୁଜବରେ ପଡନ୍ତୁନାହିଁ

ନୂଆଦିଲ୍ଲୀ : ଦେଶରେ କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଦେଶକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦେଶବାସୀଙ୍କ ସହ ମନ କି ବାତ୍ ରେ କଥା ହୋଇଛନ୍ତି । ଏହା ହେଉଛି ମନ୍ କି ବାଟତ ର ୭୬ ତମ ସଂସ୍କରଣ । ଏହି ସମୟ ମଧ୍ୟରେ କୋରୋନାର ଦ୍ୱିତୀୟ
Read More...

ବୌଦ୍ଧ: ଆଜି ଜିଲ୍ଲାରେ ୩୨ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୨୫/୪ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୩୨ ଜଣ ନୂତନ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୩୨ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୬୯ ରେ ପହଞ୍ଚିଛି ।
Read More...

ସହରାଞ୍ଚଳ ସର୍ଟଡାଉନରେ ଆଶ୍ଚର୍ଯ୍ୟଜନକ ଭାବେ ଗ୍ରାମାଞ୍ଚଳ ସାମିଲ୍‌ !

ବୌଦ୍ଧ/ବାଉଁଶୁଣୀ,୨୫/୪ - ସରକାରୀ ଘୋଷଣା ଅନୁଯାୟୀ ରାଜ୍ୟର କେବଳ ସହରାଞ୍ଚଳରେ ସପ୍ତାହାନ୍ତ ସର୍ଟ ଡାଉନ ଶନିବାର ଓ ରବିବାର ହେବାକୁ ଥିବାବେଳେ ବୌଦ୍ଧ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରେ ମଧ୍ୟ ଗତକାଲି ଅଘୋଷିତ ସର୍ଟଡାଉନ ଦେଖିବାକୁ ମିଳିଥିଲା । ଚାରିଛକ, ପୁରୁଣାକଟକ, ସାହାଜପାଲ, ବାଉଁଶୁଣୀ,
Read More...

କ୍ୟାଚ୍ ନେବା ପରେ ସେଲ୍‌ଫି ନେଲେ ରିୟାନ ପରାଗ, ଭାଇରଲ ହେଲା ଫଟୋ

ମୁମ୍ବାଇ : ଗତକାଲି ଏଠାରେ ଆଇପିଏଲର ଏକ ମ୍ୟାଚରେ କୋଲକତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ରାଜସ୍ଥାନ ୬ ଉଇକେଟରେ କୋଲକତାକୁ ହରାଇଥିଲା । ରାଜସ୍ଥାନ ରୟାଲ୍ସ ଫିଲ୍ଡ କରୁଥିବା ସମୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେତେବେଳେ କୋଲକତା
Read More...

କେନ୍ଦୁପତ୍ର ଫଡି ପ୍ରତିଷ୍ଠା ହେଲାନାହିଁ, ଚିନ୍ତାରେ ୩ ଗାଆଁର ପତ୍ର ତୋଳାଳୀ

ବୌଦ୍ଧ,୨୫/୪- ବୌଦ୍ଧ କେନ୍ଦୁପତ୍ର ବନଖଣ୍ଡ ବାଉଁଶୁଣୀ ରେଞ୍ଜ ଅନ୍ତର୍ଗତ ଆମ୍ବଝରୀ ଗ୍ରାମ ପଞ୍ଚାୟତ କୁରୁକୁଚ ଗ୍ରାମ ଠାରେ ଗୋଟିଏ କେନ୍ଦୁପତ୍ର ଫଡି ପ୍ରତିଷ୍ଠା ପାଇଁ ରାମ୍ଭିକଟା, କରଡାପଡା ଓ କୁରୁକୁଚ ଗ୍ରାମର ପତ୍ରତୋଳାଳୀ ମାନେ ବହୁଦିନରୁ ଦାବୀ କରି ଆସୁଛନ୍ତି । ଏ ସଂପର୍କରେ ସ୍ଥାନୀୟ
Read More...