ହଟହଟା ହେଲେ କେନ୍ଦୁପତ୍ର ତୋଳାଳି,ଫଡିକୁ ନେଇ ଫେରାଇ ଆଣିଲେ ପତ୍ର
ହରଭଙ୍ଗା : ସରକାର କେନ୍ଦୁପତ୍ର ତୋଳାଳିଙ୍କୁ ପ୍ରୋତ୍ସାହନ ରାଶି ସହିତ ଆନୁସଙ୍ଗିକ ସୁବିଧା ମଧ୍ୟ ଯୋଗାଇ ଦେଉଛନ୍ତି । ମାତ୍ର ଚଳିତବର୍ଷ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ କେନ୍ଦୁପତ୍ର ସଂଗ୍ରହରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ତୋଳାଳିଙ୍କଠାରୁ ଚଳିତବର୍ଷ ୧/୨ ଫର୍ମ ବା ୫୦ ବିଡା ଲେଖାଏଁ!-->…
Read More...
Read More...