ଲୋକପ୍ରିୟ ଟିଭି ଉପସ୍ଥାପକ ରୋହିତ ସରଦାନାଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ତଥା ଲୋକପ୍ରିୟ ଟିଭି ଉପସ୍ଥାପକ ରୋହିତ ସରଦାନାଙ୍କର ପରଲୋକ ଘଟିଛି । ଶୁକ୍ରବାର ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । କିଛିଦିନ ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଥିଲେ, ମାତ୍ର ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ତାଙ୍କ ବିୟୋଗ
Read More...

ମାସ୍କ ପିନ୍ଧାଇ ସାନି ଟାଇଜର ଦେଇ ସଚେତନ କଲେ ତହସିଲଦାର

ଦାରିଙ୍ଗବାଡ଼ି,୩୦/୪:ସାରା ଦେଶରେ କରୋନା ନିଜର ୨ୟ କାୟା ବିସ୍ତାର କରୁଥିବା ବେଳେ ରାଜ୍ୟ ସରକାର ଲୋକଙ୍କ ପାଇଁ କଟକଣା ଜାରି କରିଛନ୍ତି l ସମସ୍ତଙ୍କୁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି l ଏହି ପରିପ୍ରେକ୍ଷୀରେ ଆଜି ଦାରିଙ୍ଗବାଡ଼ି ଥାନା
Read More...

ପୃଥ୍ୱୀ ସୋ’ଙ୍କୁ ପ୍ରଶଂସା କଲେ ପନ୍ତ, କହିଲେ ଏହି ବଡ କଥା

ଅହମ୍ମଦାବାଦ : ଆଇପିଏଲ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତ ତାଙ୍କ ସାଥୀ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ସୋଙ୍କୁ ପ୍ରଶଂସା କରିଛନ୍ତି । ଆଇପିଏଲ୍ ର ୧୪ ତମ ସିଜନର ୨୫ ତମ ମ୍ୟାଚ୍ ରେ ସୋ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଧାଆଁଧାର ୮୨ ରନ କରି ଦଳକୁ ୭ ଉଇକେଟ ବିଜୟୀ କରାଇବାରେ ପ୍ରମୁଖ
Read More...

କଟକରେ ଦିନ ୨ଟା ପରେ ଦୋକାନ ବନ୍ଦ

କଟକ : କରୋନା ସଂକ୍ରମଣ ରାଜ୍ୟ ତଥା ଦେଶରେ ହୁହୁ ହୋଇ ବଢୁଥିବା ବେଳେ ଏହାର ପ୍ରଭାବ କଟକ ସହରରେ ମଧ୍ୟ ପଡିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ସୋମବାର ଠାରୁ କଟକ ସହରରେ ଦିନ ୨ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏହି ନିଷ୍ପତ୍ତି କଟକ ବଣିକ ସଂଘ ନେଇଥିବା ଜଣାପଡିଛି । ନିଷ୍ପତ୍ତି
Read More...

ମେ ପହିଲାରୁ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର : କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଆସନ୍ତା ମେ ୧ ତାରିଖଠାରୁ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟମ ବନ୍ଦ ରହିବ । ଆଜି ଏ ସଂକ୍ରାନ୍ତରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜଣାଇ ଦିଆଯାଇଛି । ସୂଚନା ଅନୁଯାୟୀ ଆସନ୍ତା ୧ ତାରିଖଠାରୁ ୧୫ ତାରିଖ ଯାଏଁ
Read More...

ବଜ୍ରପାତରେ ନାବାଳିକା ମୃତ

ଦାରିଙ୍ଗବାଡି,୩୦/୪- ଦାରିଙ୍ଗବାଡି ଥାନା ଅନ୍ତର୍ଗତ ପେତରବାଡି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଆମ୍ବ ନେଇ ଫେରୁଥିବା ସମୟରେ ବଜ୍ରପାତରେ ଜଣେ ୧୧ ବର୍ଷୀୟ ନାବାଳିକା ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି । ମୃତକ ନାବାଳିକା ଜଣକ ହେଲେ ପେତରବାଡି ଗ୍ରାମର ପ୍ରକାଶ ପ୍ରଧାନଙ୍କ
Read More...

ନିଶା ସ୍ପ୍ରେ କରି ମହିଳାଙ୍କ ଠାରୁ ସୁନା ଲୁଟ୍‌

ଦାରିଙ୍ଗବାଡି, ୩୦/୪- ଦାରିଙ୍ଗବାଡି ଥାନା ସିମନବାଡି ସ୍ଥିତ ପାଟଖଣ୍ଡା ସାହିର ଜଣେ ମହିଳାଙ୍କୁ ନିଶା ଔଷଧ ସ୍ପ୍ରେ କରି ସୁନା ଅଳଙ୍କାର ଲୁଟ କରିନେଇଥିବା ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ଯେ ପାଟଖଣ୍ଡାସାହିରେ ରହୁଥିବା ନାରାୟଣ ବେହେରାଙ୍କ ଘରକୁ ବୁଧବାର ରାତି ପ୍ରାୟ ୮ଟା ସମୟରେ କିଛି
Read More...

ବୌଦ୍ଧ: ଜିଲ୍ଲାରୁ ୫୭ କରୋନା ଆକ୍ରାନ୍ତ ଚିହ୍ନଟ, ରାମଗଡ ଗ୍ରାମରୁ ସର୍ବାଧିକ ୧୦

ବୌଦ୍ଧ,୩୦/୪- ଆଜି ବୌଦ୍ଧଜିଲ୍ଲାରେ ପୁଣି ନୂତନ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜି ଜିଲ୍ଲାର ଆକ୍ରାନ୍ତଙ୍କ ମଧ୍ୟରୁ ବୌଦ୍ଧବ୍ଲକ୍‌ ରକ୍ସା ଗ୍ରାମ ପଞ୍ଚାୟତ ବାହାଜୋର୍‌ ଗ୍ରାମରୁ ୧ ଜଣ, ଚଉରିଆ ପଦର ଗ୍ରାମରୁ ୧ ଜଣ, ତାଲସରଡା
Read More...

ରାଜ୍ୟରୁ ପୁଣି ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ, ୧୪ ମୃତ

ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୬୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା
Read More...

ମେଧାବୀ ଛାତ୍ରୀଙ୍କୁ ସହାୟତାର ହାତ ବଢ଼ାଇଲା ସ୍ୱେଚ୍ଛାସେବୀ ଅନୁଷ୍ଠାନ

ଜହ୍ନାପଙ୍କ,୨୯/୪- ବୌଦ୍ଧବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମର ମେଧାବୀଛାତ୍ରୀ ଅଙ୍କିତା ନାଏକଙ୍କ ଏକ ଖବର ଶୀର୍ଷକ ‘ଅର୍ଥାଭାବରୁ ପାଠରେ ଡୋରି ବାନ୍ଧିବେ ମେଧାବୀ ଛାତ୍ରୀ 'ଖବର ପ୍ରକାଶିତ ପରେ ବୌଦ୍ଧର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରେଣ୍ଡସିଫ କ୍ଲବ ସହାୟତାର ହାତ
Read More...