ସ୍ୱତନ୍ତ୍ର ଟାସ୍କ ଫୋର୍ସ ଦ୍ୱାରା ବାଘ ଛାଲ ଜବତ୍‌, ଜଣେ ଗିରଫ

ବୌଦ୍ଧ,୨୯/୪ - ବୌଦ୍ଧଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାନ୍ଧନଝୁଲି ଗ୍ରାମରେ ରାଜ୍ୟ ସ୍ୱତନ୍ତ୍ର ଟାସ୍କ ଫୋର୍ସ ପକ୍ଷରୁ ଚଢଉ କରାଯାଇ ଏକ ଚିତାବାଘ ଛାଲ ଜବତ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଏ ମାମଲାରେ ମନମୁଣ୍ଡା ଥାନା ବାଦଲଗୁଡା ଗ୍ରାମର ମହେନ୍ଦ୍ର ଭଇନା ନାମକ ଜଣେ
Read More...

ଆଇପିଏଲରୁ ଖେଳାଳିଙ୍କ ପରେ ଓହରିଲେ ଅମ୍ପେୟାର

ମୁମ୍ବାଇ : ଚଳିତ ବର୍ଷର ଆଇପିଏଲ ଏକ ଭିନ୍ନ ଅନୁଭୂତି ମଧ୍ୟ ଦେଇ ଗତି କରୁଛି । ଏହା ଏଭଳି ଏକ ସମୟରେ ଚାଲିଛି, ଯେତେବେଳେ ଦେଶରେ କରୋନା ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଛି । ଏହି କାରଣରୁ ଜଣକ ପରେ ଜଣେ ବିଦେଶୀ ଖେଳାଳି ଆଇପିଏଲରୁ ଓହରିବାରେ ଲାଗିଛନ୍ତି । ଏବେ ଦୁଇଜଣ ଅମ୍ପେୟାର ଏହି
Read More...

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ବରୁଣିଆ ପାଗାଡ ନିକଟରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ବଡଚଣା ପୁଲିସ । ସୂଚନାନୁଯାୟୀ ଗୁରୁବାର ସକାଳେ କିଛି ଲୋକ ଜଙ୍ଗଲରେ ଜଣେ ବ୍ୟକ୍ତିର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ପରେ ଏନେଇ ବଡଚଣା ପୁଲିସକୁ ସୂଚନା
Read More...

ହୃଦଘାତରେ ଆଇନଜୀବୀଙ୍କ ପରଲୋକ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁଶଙ୍ଗ ଗ୍ରାମର ଆଇନଜୀବୀ ସୁଶାନ୍ତ ମାଝୀ(୫୨)ଙ୍କ ହୃଦଘାତରେ ଗୁରୁବାର ମୃତ୍ୟୁ ହୋଇଥିବା ଜଣାପଡିଛି ।ସଂର୍ପକିୟଙ୍କ କହିବାନୁଯାଇ ଗୁରୁବାର ସକାଳେ କୁସଙ୍ଗ ଛକରୁ ସୁଶାନ୍ତ ଚା’ ପିଇବା ପରେ ସ୍ଥାନିୟ ଲୋକମାନଙ୍କ ସହ ଥଟାମଜା ହୋଇଥିଲେ ।
Read More...

୫୬ ବର୍ଷରେ ପଦାର୍ପଣ କଲେ ଟିଭିର “ସୀତା’, ଆସନ୍ତୁ ଜାଣିବା କେମିତି ତାଙ୍କୁ ମିଳିଥିଲା ରାମାୟଣରେ ଆକ୍ଟିଂ…

୧୯୮୭ ରୁ ୧୯୮୮ ମଧ୍ୟରେ ଲୋକପ୍ରିୟ ହୋଇଥିବା କିମ୍ବଦନ୍ତୀ ଶୋ "ରାମାୟଣ'ର ଅଭିନେତାମାନଙ୍କ ମଧ୍ୟରେ ଲୋକମାନେ ପ୍ରକୃତ ଦେବତାଙ୍କ ପ୍ରତିମୂର୍ତ୍ତୀ ଭାବେ ଦେଖୁଥିଲେ । ବିଶେଷକରି ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋବିଲ ଏବଂ ସୀତା ଭୂମିକାରେ ଥିବା ଦୀପିକା ଚିଖାଲିଆ ଲୋକମାନେ ପୂଜାପାଠ
Read More...

ଟିକା ନେଇଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ହେଲେ କରୋନା ପଜିଟିଭ

ଜୟପୁର : ରାଜସ୍ଥାନରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମଧ୍ୟ ସଂକ୍ରମଣର ଶିକାର ହୋଇଛନ୍ତି । ଗୁରୁବାର ସୋସିଆଲ ମିଡିଆରେ ଗେହଲୋଟ୍ ନିଜେ ଏହା ଜଣାଇଛନ୍ତି । ସେ ଲେଖିଛନ୍ତି, 'ଆଜି କୋଭିଡ ପରୀକ୍ଷା କରିବା ପରେ ମୋର ରିପୋର୍ଟ ମଧ୍ୟ
Read More...

ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା ହଡପ ଅଭିଯୋଗ

ବୌଦ୍ଧ,୨୯/୪- ବୌଦ୍ଧବ୍ଲକ୍‌ ବଢିଗାଁ ଗ୍ରାମ ପଞ୍ଚାୟତରେ ଜଣେ ହିତାଧିକାରୀଙ୍କ ହରିଶ୍ଚନ୍ଦ୍ର ଯୋଜନାର ୨ ହଜାର ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବଢିଗାଁ ଗ୍ରାମର ଜେମାମଣି ସାହୁ (୭୧) ଗତ ତା ୮. ୮. ୨୦୨୦ ରେ ମୃତ୍ୟୁବରଣ କରିଥିଲେ । ଶବ ସଂସ୍କାର ପାଇଁ
Read More...

ରାଜ୍ୟରେ ସାମାନ୍ୟ କମିଲା ଦୈନିକ ସଂକ୍ରମଣ ସଂଖ୍ୟା, ବଢିଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ୱର ୨୯ ।୦୪ : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୬୯୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍
Read More...

ବୌଦ୍ଧ : ୬୫ ଆକ୍ରାନ୍ତ ଚିନ୍ହଟ, ବୌଦ୍ଧ ସହରାଞ୍ଚଳ ସାଜିଛି ହଟସ୍ପଟ

ବୌଦ୍ଧ,୨୯/୪- ବୌଦ୍ଧ ଜିଲ୍ଲାରେ ଆଜି ୬୫ ଜଣ ନୂତନ କୋରନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜି ବୌଦ୍ଧ ଏନଏସି ରେ ସର୍ବାଧିକ ୨୪ ଜଣ ନୂତନ ଆକ୍ରାନ୍ତ ଚିନ୍ହଟ ହୋଇଥିବା ବେଳେ ହରଭଙ୍ଗା ବ୍ଲକରୁ ୧୮ ଜଣ, କଣ୍ଟାମାଳ ବ୍ଲକ ମଧ୍ୟରୁ ୧୩
Read More...

ମାଇକ୍ରୋ ଫାଇନାନ୍ସ କମ୍ପାନୀ ତରଫରୁ କୋଭିଡ୍‌ ଟୀକାକରଣ

ଦଶପଲ୍ଲା,୨୮/୪- ଦଶପଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ଦଶପଲ୍ଲାର ଅଗ୍ରଣୀ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଆଶିର୍ବାଦ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ କୋଭିଡ ଟୀକାକରଣ କରାଯାଇଥିଲା । ଏଥିରେ ମଧ୍ୟଖଣ୍ଡ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର
Read More...