ସାତକୋଶିଆରେ ୨୯ ଟି ସୁସ୍ଥ ଘଡ଼ିଆଳ ଶାବକ ଜନ୍ମ
ହରଭଙ୍ଗା :.ବୌଦ୍ଧ ଜିଲ୍ଲା ମହାନଦୀ ସାତକୋଶିଆ ଅଭୟାରଣ୍ୟ ଗଣ୍ଡ କୁସଙ୍ଗ ରେଞ୍ଜ ରେ ଘଡିଆଳ ଶାବକ ଜନ୍ମ। ୨୯ ଅଣ୍ଡାରୁ ସମସ୍ତ ସୁସ୍ଥ ଶାବକ ହୋଇଛନ୍ତି ଜନ୍ମ l ସାତକୋଶିଆ ଗଣ୍ଡ ବଳଦମରା ନିକଟରେ ସୁରକ୍ଷିତ ଭାବେ ରହିଛନ୍ତି ସମସ୍ତ ନବ ଜନ୍ମିତ ଘଡ଼ିଆଳ ଶାବକ । ଗତ ମାର୍ଚ୍ଚ ମାସରେ 29ଗୋଟି!-->…
Read More...
Read More...