ଚାଇଲ୍ଡ ଲାଇନ ଦ୍ୱାରା ୨୬ ଶିଶୁଙ୍କ ସମେତ ୭୩ ଶ୍ରମିକ ଉଦ୍ଧାର
ଟିଟଲାଗଡ,୨୦/୧- ବଲାଙ୍ଗୀର ଚାଇଲ୍ଡ ଲାଇନର ଉଦ୍ୟମକ୍ରମେ ତେଲେଙ୍ଗାନାର ଜାଗତିଆଲ ଇଟାଭାଟିରୁ ଆଜି ଟିଟିଲାଗଡ ଥାନାକୁ ୨୬ ଜଣ ଶିଶୁଙ୍କ ସମେତ ୭୩ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏଥିରେ ବଲାଙ୍ଗୀର ଜିଲ୍ଲାର ଚାରୋଟି ବ୍ଲକ ଏବଂ ବରଗଡ଼ ଜିଲ୍ଲାର କିଛି ଦାଦନ ଶ୍ରମିକଙ୍କୁ ଉଦ୍ଧାର!-->…
Read More...
Read More...