ଗୁରୁବୁଢ଼ା କ୍ରିକେଟ କପ -ଭରୁଆମୁଣ୍ଡା ଚମ୍ପିୟାନ
ଖପ୍ରାଖୋଲ,୨୬/୧୨- ବେଲପଡା ବ୍ଲକ ମଣ୍ଡଳ ଗ୍ରା.ପ ଅନ୍ତର୍ଗତ ସର୍ଗିଗୁଡା ଠାରେ ଗୁରୁବୁଢ଼ା କ୍ରିକେଟ କ୍ଲବ ଆନୁକୂଲ୍ୟରେ ପଞ୍ଚମ ବର୍ଷ ଏକ ଦିବସିୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ପ୍ରଥମ ପର୍ଯ୍ୟାୟରୁ ସଂଘର୍ଷ ପୂର୍ଣ ମ୍ୟାଚ ଖେଳ ଆଜି!-->…
Read More...
Read More...