ଗ୍ରୀଷ୍ମ ତାପ ସାଙ୍ଗଙ୍କୁ ଅଘୋଷିତ ବିଦ୍ୟୁତ୍ କାଟ , ଲୋକେ ଡହଳବିକଳ
ଦଶପଲ୍ଲା : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଆକ୍ତାମାକ୍ତ ଦଶପଲ୍ଲା । ସକାଳ ୧୦ଟାରୁ ପଦାକୁ ବାହାରିବା ମୁସ୍କିଲ୍ ହୋଇପଡୁଛି । ଘରେ ବାହାରେ ଯୁଆଡ଼େ ଯିବ ଖାଲି ତାତି ଆଉ ତାତି। ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ମଧ୍ୟ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଦୁଇ ଦିନ ହେଲା ୩୩କେଭି ବିଦ୍ୟୁତ୍!-->…
Read More...
Read More...