ବିଜେପିର ପ୍ରଶିକ୍ଷଣ ଶିବିର

ବଲାଙ୍ଗୀର,୯/୧୨- ଲୋଇସିଂହାସ୍ଥିତ ଅଗ୍ରସେନ ଭବନ ଠାରେ ବିଜେପି ମଣ୍ଡଳସ୍ତରୀୟ ୨ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ ଓ ସ୍ଥାନୀୟ ବିଧାୟକ ଡ. ମୁକେଶ ମହାଲିଙ୍ଗ ଯୋଗଦାନ କରି ଶିବିରକୁ
Read More...

ମୁଣ୍ଡିପଦର ପେକ୍ସ ଧାନମଣ୍ଡିର ସ୍ଥାନ ନିରୁପଣକୁ ନେଇ ଟଣାଓଟରା !

ବୌଦ୍ଧ,୯/୧୨- ବୌଦ୍ଧବ୍ଲକ୍‌ ମୁଣ୍ଡିପଦର ସେବା ସମବାୟ ସମିତିର ଧାନ ମଣ୍ଡି ଚଳିତବର୍ଷ କାଶଲପୁର ନିୟନ୍ତ୍ରିତ ବଜାର କମିଟି ପରିସରରେ ଖୋଲାଯିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ପୂର୍ବରୁ ସମିତି ପରିସରରେ ଧାନ କିଣା ହେଉଥିଲା ଓ ସ୍ଥାନାଭାବ ଯୋଗୁଁ ଚାଷୀମାନେ ଧାନ ରଖିବାକୁ ବହୁତ ହଇରାଣ
Read More...

ବୌଦ୍ଧ: ଆଜି ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୯/୧୨- ଗତକାଲି ପରି ଆଜି ପୁଣି ୪ଜଣ ଆକ୍ରାନ୍ତ ବୌଦ୍ଧ ଜିଲ୍ଲାରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୪ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍‌ ୨୭୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ
Read More...

ଆଜି ବଢିଗାଁ ଖରିଫ ଧାନ କ୍ରୟ କେନ୍ଦ୍ର ଖୋଲିଲl

ବୌଦ୍ଧ,୯/୧୨ - ଆଜି ବଢିଗାଁ ସେବା ସମବାୟ ସମିତି ତରଫରୁ ସମିତି ପରିସରରେ ଖରିଫ ଧାନ କ୍ରୟ କେନ୍ଦ୍ରର ଶୁଭାରମ୍ଭ କରାଯାଇଥିବା ଜଣାପଡିଛି l ବୌଦ୍ଧ ସର୍କଲ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଭୀମସେନ ସାହୁ ନଡିଆ ବାଡେଇ ଧାନ କ୍ରୟର ଶୁଭାରମ୍ଭ କରିଥିଲେ | ସମବାୟ ସମିତିର ପ୍ରଶାସକ
Read More...

ଚାଷୀଙ୍କ ଧାନ ଖରୀରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ବୌଦ୍ଧ,୯/୧୨- ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା କୁଶଙ୍ଗ ଗ୍ରାମର ଚାଷୀ ନିରଞ୍ଜନ ଦେହୁରୀଙ୍କ ଖଳାରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେବାରୁ 6 ଗୋଟି ଧାନ ଖରୀ ଜଳି ପୋଡି ପାଉଁଶ ହୋଇ ଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ କୁଶଙ୍ଗ ଗ୍ରାମର ନିରଞ୍ଜନ ଦେହୁରୀ ତାଙ୍କର କଷ୍ଟ
Read More...

ଟିଟିଲାଗଡରେ ବନ୍ଦର ଆଂଶିକ ପ୍ରଭାବ

ଟିଟଲାଗଡ,୮/୧୨: କେନ୍ଦ୍ର ସରକାରଙ୍କ କୃଷିନୀତି ବିରୋଧରେ ବିଭିନ୍ନ କୃଷକ ସଂଗଠନ ତରଫରୁ ଦିଆଯାଇଥିବା ଭାରତ ବନ୍ଦର ମିଶ୍ରିତ ପ୍ରଭାବ ଟିଟଲାଗଡରେ ଦେଖିବାକୁ ମିଳିଥିଲା । ଆଜି ସକାଳୁ କଂଗ୍ରେସଦଳର କର୍ମକର୍ତ୍ତା ପ୍ରଭାସ ବହିଦାର, ବିରେନ୍ଦ୍ର ବାଗ, ତୁଳସୀରାମ ସାହୁ, ସୁମନ୍ତ ବେହେରା,
Read More...

କୃଷକ ଆନ୍ଦୋଳନକୁ ସମର୍ଥନ ଦେଇ କୋଶଳ ରାଜ୍ୟ ସମନ୍ୱୟ ସମିତିର ପ୍ରତୀକାତ୍ମକ ଧାରଣା

ବଲାଙ୍ଗୀର,୮/୧୨: ସର୍ବଭାରତୀୟ ସ୍ତରରେ ଆଜି କୃଷକମାନେ ବନ୍ଦର ଡାକରା ଦେଇଛନ୍ତି । ଏହି ଅବସରରେ କୋଶଳାଞ୍ଚଳର ଚାଷୀ ସଂଗଠନ ମାନଙ୍କୁ ନୈତିକ ସମର୍ଥନ ଦେବାକୁ କୋଶଳ ରାଜ୍ୟ ସମନ୍ୱୟ ସମିତି ନିଷ୍ପତ୍ତି କରି ପୂର୍ବଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
Read More...

ବହିରା ସମିତିର ଧାନମଣ୍ଡିକୁ ଉଦଘାଟନ କଲେ ଏ.ଆର.ସି.ଏସ

ବୌଦ୍ଧ,୮/୧୨ -ସୋମବାର ବୌଦ୍ଧ ବ୍ଲକ୍‌ ବହିରା ସେବା ସମବାୟ ସମିତି ତରଫରୁ ଧାନ କ୍ରୟ ପାଇଁ ମଣ୍ଡି ଆରମ୍ଭ କରାଯାଇଥିବା ଜଣାପଡିଛି । ଏ ଅବସରରେ ବୌଦ୍ଧ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଭୀମସେନ ସାହୁ ଯୋଗଦେଇ ଧାନ କ୍ରୟର ଶୁଭାରମ୍ଭ କରିଥିଲେ । ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଓ ପୂର୍ବତନ
Read More...

ବୌଦ୍ଧ: ଆଜି ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୮/୧୨- ଆଜି ପୁଣି ୪ ଜଣ ଆକ୍ରାନ୍ତ ବୌଦ୍ଧ ଜିଲ୍ଲାରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୪ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍‌ ୨୭୪୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ
Read More...

କଂଗ୍ରେସ ତରଫରୁ ବୌଦ୍ଧରେ ୧୨ଘଣ୍ଟିଆ ବନ୍ଦ

ବୌଦ୍ଧ,୮/୧୨ - କେନ୍ଦ୍ର ସରକାରଙ୍କ ଚାଷୀ, ଶ୍ରମିକ ଓ ଜନବିରୋଧୀ ନୀତି ବିରୋଧରେ ବିଭିନ୍ନ କୃଷକ ସଂଗଠନ ତରଫରୁ ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ଭାରତ ବନ୍ଦର ପ୍ରଭାବରେ ବୌଦ୍ଧ ସହରର ସମସ୍ତ ଦୋକାନ ବଜାର, ବ୍ୟାଙ୍କ, ପୋଷ୍ଟଅଫିସ ବନ୍ଦ ରହିଥିବାବେଳେ ଏନଏସି ଛକ, ବ୍ରିଜ ଛକ ଠାରେ ଯାନବାହନ
Read More...