ଜାତି ଛଡ଼ାଇ ନେଲା ରକ୍ତ ସମ୍ପର୍କ !
ବୌଦ୍ଧ,୧୪/୧୦ - ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ଶବକୁ ବି ଛୁଇଁବା ପାଇଁ ମନାକଲେ ଭାଇ ବନ୍ଧୁ ଓ ରକ୍ତ ସମ୍ପର୍କୀୟ l ଶେଷରେ 30 କିଲୋମିଟର ଦୁର ବୌଦ୍ଧ ସହରରୁ ଯାଇ ଶବ ସଂସ୍କାର କଲେ ଯୁବ ସ୍ବେଚ୍ଛାସେବୀ ମାନେ l ଏଭଳି ଏକ ଘଟଣା ବୌଦ୍ଧ ଜିଲ୍ଲାରେ ଚର୍ଚ୍ଚାର ବିଷୟ ସାଜିଛି ବୌଦ୍ଧ!-->…
Read More...
Read More...