ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ ମାମଲା: ପୁଣି ୧୨୪୭ ନୂଆ ଆକ୍ରାନ୍ତ ଚିହ୍ନଟ, ୧୩ ମୃତ

ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୨୪୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୩୯୪୨ରେ ପହଞ୍ଚିଛି । ଏନେଇ
Read More...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ : ଆଜି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଛି । ତିନି ଫର୍ମାଟ ପାଇଁ ଦଳ ଘୋଷଣା କରାଯାଇଛି । ପ୍ରତ୍ୟେକ ଦଳରେ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ଦିନିକିଆ ଓ ଟି-୨୦ ଦଳ ପାଇଁ କେଏଲ୍
Read More...

ନିଟ୍ ପରୀକ୍ଷାରେ ସଫଳତା ହାସିଲ କଲେ କଂଟାବାଞ୍ଜିର ସାହିଲ ଅଗ୍ରୱାଲ

କଂଟାବାଞ୍ଜି- ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା(ନିଟ୍) ରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ସାହିଲ ଅଗ୍ରୱାଲ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୭୨୦ ମାର୍କ ରୁ ୬୬୬ ମାର୍କ ରଖି ସେ ଜିଲ୍ଲା ତଥା ସହର ପାଇଁ ଗୌରବ ଆଣିଛନ୍ତି। ସାହିଲ ଓ ତାଙ୍କର ପରିବାର ଲୋକେ ପୂର୍ବରୁ
Read More...

ଗଞ୍ଜେଇ ଚୋରା ଚାଲାଣ ବେଳେ ଦାରିଙ୍ଗବାଡ଼ି ପୁଲିସର ଚଢ଼ାଉ ୨ଗିରଫ,୪୮କେଜି ୨ ଶହ ଗ୍ରାମ ଗଞ୍ଜେଇ ଜବତ

ଦାରିଙ୍ଗବାଡି,୨୬/୧୦:ଗଞ୍ଜେଇ ଚୋରାଚାଲାଣ ପାଇଁ ଦୁଇ ଜଣ ସଜବାଜ ହେଉଥିବା ବେଳେ ଦାରିଙ୍ଗବାଡ଼ି ପୁଲିସ ତରଫରୁ ଚଢ଼ାଉ କରାଯାଇ ଚୋରା ଚାଲାଣ କରିବାକୁ ଥିବା ଗଞ୍ଜେଇ ସହିତ ଚାଲାଣ ରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ କୌଶିକ ମାଝୀ ସୂଚନା
Read More...

ଶୌଚାଳୟ ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଯୁବକ ମୃତ

ଫୁଲବାଣୀ, ୨୬/୧୦ - କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଏଲ ବପଲମେଣ୍ଡି ଡେଲିପଙ୍ଗା ଗ୍ରାମର ଯୁବକ କାହ୍ନା ନାୟକ(୨୦)ଗତକାଲି ଅପରାହ୍ନ ୪ ଟା ବେଳେ ଏକ ନୂତନ ପାଇଖାନା ଟାଙ୍କି ର ଢଳେଇ ଖୋଲିବାକୁ ଯାଇଥିବାବେଳେ ଭିତରେ ଶ୍ୱାସରୁଦ୍ଧ ହୋଇ ପଡ଼ିଥିଲେ।ପରିବାର ଲୋକେ ତୁରନ୍ତ ଖଜୁରୀପଡା
Read More...

ବୋଲେରୋ ଧକ୍କାରେ ୫ବର୍ଷର ଶିଶୁ ମୃତ, କ୍ଷତିପୂରଣ ସହ ମୋଟରସାଇକେଲ ଚାଳକ ଗିରଫ ୬ ଘଣ୍ଟା ପରେ ହଟିଲା ରାସ୍ତାରୋକ

ବାଲିଗୁଡ଼ା: ଅଜଣା ଗାଡି ଧକ୍କାରେ ପାଞ୍ଚ ବର୍ଷର ଶିଶୁ ମୃତ୍ୟୁ ଘଟଣାରେ ରାସ୍ତାରୋକ । ସୂଚନା ପ୍ରକାରେ ଗତକାଲି ସନ୍ଧ୍ୟା ସମୟରେ କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଗୁଞ୍ଜିବାଡ଼ି ଗ୍ରାମ ପଞ୍ଚାୟତର ଜିଡୁବାଡ଼ି ଛକ ନିକଟ ନିଜ ଘର ସାମ୍ନା ରାସ୍ତାକଡ଼ରେ ସୁଶୀଳ ପ୍ରଧାନଙ୍କ ୫ବର୍ଷର ଶିଶୁ ଯାଦବ
Read More...

ମୋଟରସାଇକେଲ ଧକ୍କାରେ ୫ବର୍ଷର ଶିଶୁ ମୃତ, କ୍ଷତିପୂରଣ ସହ ମୋଟରସାଇକେଲ ଚାଳକ ଗିରଫ ୬ ଘଣ୍ଟା ପରେ ହଟିଲା…

ବାଲିଗୁଡ଼ା: ଅଜଣା ଗାଡି ଧକ୍କିରେ ପାଞ୍ଚ ବର୍ଷର ଶିଶୁ ମୃତ୍ୟୁ ଘଟଣାରେ ରାସ୍ତାରୋକ । ସୂଚନା ପ୍ରକାରେ ଗତକାଲି ସନ୍ଧ୍ୟା ସମୟରେ କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଗୁଞ୍ଜିବାଡ଼ି ଗ୍ରାମ ପଞ୍ଚାୟତର ଜିଡୁବାଡ଼ି ଛକ ନିକଟ ନିଜ ଘର ସାମ୍ନା ରାସ୍ତା କଡ଼ରେ ସୁଶୀଳ ପ୍ରଧାନଙ୍କ ୫ବର୍ଷର ଶିଶୁ
Read More...

ବୌଦ୍ଧ : ପୁଣି 12 କରୋନା ପଜିଟିଭ ଚିନ୍ହଟ

ବୌଦ୍ଧ,୨୬/୧୦- ଆଜି ବୌଦ୍ଧ ଜିଲ୍ଲାରେ ପୁଣି 12 କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଚିନ୍ହଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ହରଭଙ୍ଗା ବ୍ଲକ୍ ବାଣିଭୁଷଣପୁର ଗ୍ରାମରୁ 1 ଜଣ, ରାମ୍ଭିକଟା
Read More...

କରୋନା ଛଡାଇନେଲା ପୂଜା ଚମକ ମଣ୍ଡପ ଗୁଡିକରେ ଦେବୀଙ୍କଠାରେ ନାହିଁ ଗହଳଚହଳ

ହରଭଙ୍ଗା,୨୬/୧୦ – ଚଳିତବର୍ଷ କରୋନା ମହାମାରୀ ଯୋଗୁଁ ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଅଞ୍ଚଳରେ ଦୁର୍ଗାପୂଜାର ଚମକ ଛଡାଇ ନେଇଛି । ପ୍ରତିବର୍ଷର ଉତ୍ସବମୁଖର ପରିବେଶକୁ ଫିକା ପକାଇ ଦେଇଛି । ତଥାପି ପରଂପରା ରକ୍ଷାପୂର୍ବକ ସବୁ ମଣ୍ଡପଗୁଡିକରେ ମା’ଦୁର୍ଗାଙ୍କ ମୂର୍ତ୍ତି ପୂଜା ପାଉଛି ।
Read More...

ଆଜି ରାଜ୍ୟରେ୧୪୮୦ କରୋନା ପଜିଟିଭ ଚିହ୍ନଟ, ୧୪ ମୃତ

ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୪୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୨୬୯୫ରେ ପହଞ୍ଚିଛି । ଏନେଇ
Read More...