ISAର ଲିଙ୍ଗ ବିବିଧତା ପୁରସ୍କାର ପ୍ରଦାନ କଲେ
କଳିଙ୍ଗନଗର : ଭାରତୀୟ ଷ୍ଟିଲ ଆସୋସିଏସନ୍(ଆଇଏସଏ) ପକ୍ଷରୁ ଜିନ୍ଦଲ ଷ୍ଟେନଲେସ୍ ଯାଜପୁର ପ୍ଲାଣ୍ଟର ସୁରକ୍ଷା ବିଭାଗର କମାଣ୍ଡୋ ଟିମର ସଦସ୍ୟା ସାଗରିକା ସୋରେନଙ୍କୁ 'ଲିଙ୍ଗ ଓ ବିବିଧତା' ବର୍ଗରେ ସମ୍ମାନଜନକ 'ୱିଙ୍ଗସ୍ ଅଫ୍ ଷ୍ଟିଲ୍' ପୁରସ୍କାର ପ୍ରଦାନ କରାଯାଇଛି। ଅନେକଙ୍କ ପାଇଁ ପ୍ରେରଣା!-->…
Read More...
Read More...