ବୌଦ୍ଧ : ଧୀରେ ଧୀରେ କମୁଛି ଆକ୍ରାନ୍ତ ସଂଖ୍ୟା, ଆଜି ୧୩ ଚିହ୍ନଟ

ବୌଦ୍ଧ,୬/୧୦ - ଦିନକୁଦିନ ବୌଦ୍ଧଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବଢି ଚାଲିଥିବାବେଳେ ଚଳିତ ସପ୍ତାହରେ ଏଥିରେ ଟିକିଏ ବ୍ରେକ୍‌ ଲାଗିଛି । ଆଜି ଜିଲ୍ଲାରେ ମୋଟ୍‌ ୧୩ ଜଣ ନୂତନ ଭାବରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Read More...

ପୁଣି ରାଜ୍ୟରେ ୨୬୭୩ କରୋନା ପଜିଟିଭ ଚିହ୍ନଟ, ୧୬ମୃତ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୬୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୮୦୦୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...

ସାର ଦୁର୍ନୀତିରେ ନିଲମ୍ବିତ ସମ୍ପାଦକଙ୍କୁ ବହିଷ୍କାର ଦାବୀ

ବୌଦ୍ଧ / ବାଉଁଶୁଣି,୬/୧୦ - ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସାର ଦୁର୍ନୀତିରେ ସମ୍ପୃକ୍ତ ହୋଇ ନିଲମ୍ବିତ ହୋଇଥିବା ମୁଣ୍ଡି ପଦର ସେବା ସମବାୟ ସମିତିର ସମ୍ପାଦକଙ୍କୁ ଚାକିରୀରୁ ବହିଷ୍କାର ଦାବୀ କରି ସେ ଅଂଚଳର ଚାଷୀ ମାନେ ଗତକାଲି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି
Read More...

ସମଲିଙ୍ଗୀ ସମ୍ପର୍କ ଅଭିଯୋଗରେ ଯୁବତୀ ଗିରଫ

ବୌଦ୍ଧ,୬/୧୦- ଜଣେ ନାବାଳିକା ସହ ସମଲିଙ୍ଗୀ ସମ୍ପର୍କ ରଖିଥିବା ଅଭିଯୋଗରେ ପୁରୁଣାକଟକ ଅଂଚଳର ଜଣେ ଯୁବତୀଙ୍କୁ କନ୍ଧମାଳ ଜିଲ୍ଲା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ଭଳି ରୋଚକ ଖବର ମିଳିଛି l ବୌଦ୍ଧ ଜିଲ୍ଲାରେ ଏ ଭଳି ଘଟଣା ନୂଆ ହୋଇଥିବା ହେତୁ ଆଲୋଚନାର ଖୋରାକ୍ ଯୋଗାଇଛି l
Read More...

କନ୍ଧମାଳରେ ଆଜି ପୁଣି ୩୨ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ: କନ୍ଧମାଳରେ କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା ଵୃଦ୍ଧି ପାଇବାରେ ଲାଗିଛି । ଗତକାଲି ସଂକ୍ରମିତ ସଂଖ୍ୟା ୬୦ ଥିବା ବେଳେ ଆଜି କନ୍ଧମାଳ ରେ ପୁଣି ୩୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୪୭୬୯ ରେ
Read More...

କରୋନାରୁ ଆରୋଗ୍ୟ ହୋଇ କାର୍ଯ୍ୟରେ ଯୋଗଦେଲେ କ.ନୂଆଗାଁ ଥାନା କର୍ମଚାରୀ

ବାଲିଗୁଡା/କ.ନୂଆଗାଁ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁ ଥାନାରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ କର୍ମଚାରୀ ହୋମ୍ କ୍ୟାରେଣ୍ଟାଇନ୍ ରେ ଦୁଇ ସପ୍ତାହ ରହି ସୁସ୍ଥ ଅନୁଭବ କଲା ପରେ ଆଜି ନିଜ ନିଜ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହି କାର୍ଯ୍ୟ ପାଇଁ କ.ନୂଆଗାଁ ଥାନା ଅଧିକାରୀ
Read More...

କରୋନାରୁ ଆରୋଗ୍ୟ ହୋଇ କାର୍ଯ୍ୟରେ ଯୋଗଦେଲେ କ.ନୂଆଗାଁ ଥାନା କର୍ମଚାରୀ

ବାଲିଗୁଡା/କ.ନୂଆଗାଁ,୫/୧୦- କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁ ଥାନାରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ କର୍ମଚାରୀ ହୋମ୍‌ କ୍ୟାରେଣ୍ଟାଇନ୍‌ରେ ଦୁଇ ସପ୍ତାହ ରହି ସୁସ୍ଥ ଅନୁଭବ କଲାପରେ ଆଜି ନିଜ ନିଜ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହି କାର୍ଯ୍ୟ ପାଇଁ କ.ନୂଆଗାଁ ଥାନା
Read More...

ସମ୍ବଲପୁର ଜିଲ୍ଲାରେ ପୁଣି ୧୦୬ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର:ଶତଚେଷ୍ଟା ସତ୍ତ୍ୱେ ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ଦୈନିକ ଚିହ୍ନଟହାର ଶହେ ଉପରେ ରହୁ ଥିବାରୁ ପ୍ରଶାସନ ଓ ଜନସାଧାରଣ ଉଭୟଙ୍କ ଚିନ୍ତା ବଢିଚାଲିଛି । ବିଗତ ୨୪ଘଣ୍ଟା ମଧ୍ୟରେ ପୁଣି ୧୦୬ ଜଣ ନୂଆ ପଜିଟିଭ ଚିହ୍ନଟ କରାଯାଇଛି, ଯାହାକି ପ୍ରଶାସନିକ ସୂତ୍ରରୁ ପ୍ରକାଶ ।
Read More...

ବୌଦ୍ଧ: ଆଜି ନୂତନ ୧୮ କରୋନା ପଜିଟିଭ ଚିହ୍ନଟ, ୨ ମୃତ

ବୌଦ୍ଧ,୫/୧୦- ବୌଦ୍ଧଜିଲାରେ ଆଜି ଗୋଟିଏ ଦିନରେ ୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ସହରରୁ ୩, ବୌଦ୍ଧବ୍ଲକ ମୁଣ୍ଡିପଦର ଗ୍ରାମରୁ ୩ ଜଣ, ଦେଉଳି ଓ ବାଣୀଭୂଷଣପୁରରୁ ୨ ଜଣ
Read More...

୨ଦିନ ହେଲା ଏଟିଏମ ଅଚଳ

ଜହ୍ନାପଙ୍କ,୫/୧୦- ବୌଦ୍ଧବ୍ଳକ ବଲାସିଙ୍ଗା ଆଇଆରବି ନିକଟରେ ଥିବା ଏଟିଏମ ୨ଦିନ ହେଲା ଅଚଳ ଥିବାରୁ ଏହା ଉପରେ ନିର୍ଭର କରୁଥିବା ଲୁଣ୍ଡାବେରୁଣିି, ଜ ।ମ୍ବୁପାଲି, ଓଲଣିଆ, ବଲ ।ସିଙ୍ଗ । ଓ ଗିରାଶିଙ୍ଗାର ଲୋକମାନେ ଟଙ୍କା ଉଠାଣ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନାଯୋଗ୍ୟ
Read More...