ବୌଦ୍ଧ : ଆଜି ୫୪ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ହେଲା ୨୦୨୦
ବୌଦ୍ଧ,୪/୧୦:- ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୫୪ ଜଣ ନୂତନ ଭାବରେ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ପଜିଟିଭକୁ ମିଶାଇଲେ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ଦୁଇ ହଜାରକୁ ଡିଆଁ ମାରି ୨୦୨୦ରେ ପହଞ୍ଚିଛି । ଆଜି ଯେଉଁ ୫୪ ଜଣ!-->…
Read More...
Read More...