୧୨୯ କୋଟି ଟଙ୍କାର ଜିଏସଟି ଠକ ସମ୍ବଲପୁରରୁ ଗିରଫ

ସମ୍ବଲପୁର : ଜାଲ ୱେବିଲ ଜରିଆରେ ୧୨୯ କୋଟି ଟଙ୍କାର ଠକେଇ ମାମଲାର ଅଭିଯୁକ୍ତ କଶ୍ମୀରା କୁମାର ଅଗ୍ରୱାଲଙ୍କୁ ଗତକାଲି ସମ୍ବଲପୁରରେ ଗିରଫ କରାଯାଇଛି । ଏଠାରେ ଗିରଫ କଲାପରେ ତାକୁ ରାଉରକେଲା ଏସଡିଜେଏମ କୋର୍ଟ ରେ ପ୍ରସ୍ତୁତ କରାଯାଇଥିଲା ଓ ତାହାର ଜାମିନ ଆବେଦନ ଖାରଜ ହୋଇଯିବାରୁ ତାକୁ
Read More...

ଆଜି ବୌଦ୍ଧଜିଲ୍ଲାରେ ୫୩, କେବଳ ନାରାୟଣ ନଗର ଗ୍ରାମରୁ ୪୭ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୧୮/୮ - ଆଜି ଜିଲ୍ଲାରେ ୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ପଜିଟିଭକୁ ମିଶାଇ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୪୮୨ରେ ପହଞ୍ଚିଲା । ଆଜି ମଧ୍ୟ ନାରାୟଣନଗର ବାଦ୍‌ ପଡିନାହିଁ ଓ ଉକ୍ତ ଗ୍ରାମରୁ ୪୭ କରୋନା
Read More...

ରାଜ୍ୟରେ ପୁଣି ୨୨୩୯ ନୂଆ ପଜିଟିଭ ଚିହ୍ନଟ, କରୋନା ନେଲା ୯ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୨୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪୫୩୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ
Read More...

ପୋଲିସର ମାଡ ଅଭିଯୋଗ, ନାରାୟଣନଗର ଗ୍ରାମରେ ଉତ୍ତେଜନା

ବୌଦ୍ଧ,୧୮/୮ - କରୋନାର ହଟସ୍ପଟ୍‌ ସାଜିଥିବା ବୌଦ୍ଧବ୍ଲକ୍‌ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚାୟତର ନାରାୟଣ ନଗର ଗ୍ରାମରେ ଆଜି ସକାଳେ କିଛି ଅମାନିଆଙ୍କୁ ସାବାଡ କରିବା ନାମରେ ନିରୀହ ଲୋକଙ୍କୁ ପୋଲିସ ମାଡ ମାରିବା ଅଭିଯୋଗରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁଯାୟୀ ୧୪୪
Read More...

ଖରାପ ରାସ୍ତା ବଢାଉଛି ଲୋକଙ୍କ ସମସ୍ୟା

ବୌଦ୍ଧ - ଜିଲ୍ଲାରେ ବର୍ଷାଦିନେ ଗମନା ଗମନ ପୁରାପୁରି ଠପ୍‌ ହୋଇ ଯାଉଛି । କେତୋଟି ମୁଖ୍ୟ ସଡକକୁ ବାଦ ଦେଲେ ଅନ୍ୟ ସମସ୍ତ ରାସ୍ତା ଅବସ୍ଥା ଦୟନୀୟ । ଅନେକ ଗାଆଁକୁ ଆମ୍ବୁଲାନ୍ସ ମଧ୍ୟ ପହଂଚି ପାରୁ ନଥିବା ଯୋଗୁଁ ରୋଗୀ ମାନେ ଖଟିଆରେ ବୁହା ହେଉଛନ୍ତି ।
Read More...

ବୌଦ୍ଧ : ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୪୨୯, ଅଧାରୁ ଅଧିକ ଆକ୍ରାନ୍ତ ନାରାୟଣ ନଗରରୁ

ବୌଦ୍ଧ,୧୭/୮ - ବୌଦ୍ଧ ଜିଲ୍ଲାରେ ଘୋ ଘୋ ହୋଇ ବଢି ଚାଲିଛି କରୋନା ପଜିଟିଭ ସଂଖ୍ୟା l ଆଜି ସୁଦ୍ଧା 429 ଜଣ ପଜିଟିଭ ଚିନ୍ହଟ ହୋଇ ସାରିଲେଣି l ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ନାରାୟଣ ନଗର ଗ୍ରାମରୁ ହିଁ ଅଧାରୁ ଅଧିକ ପଜିଟିଭ ଚିନ୍ହଟ ହୋଇଥିବା ଚିନ୍ତାର ବିଷୟ l ମିଳିଥିବା ସୂଚନା
Read More...

ବର୍ଷାରେ ଭାଙ୍ଗିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାର

ବlଉଁଶୁଣି/ବୌଦ୍ଧ - ଗତ ଶନିବାର ଲଗାଣ ବର୍ଷାରେ ବୌଦ୍ଧ ବ୍ଲକ୍ ମନୁପାଲି ଗ୍ରାମ ପଂଚାୟତର କନ୍ଧରିଆ ପଡା ଗ୍ରାମର ଅକ୍ଷୟ ମୁଦୁଲିଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ ତାଙ୍କ ପରିବାର ବେସାହାରା ହୋଇ ପଡିଛନ୍ତି l ମିଳିଥିବା ସୂଚନା ଅନୁଯାୟୀ ଅକ୍ଷୟ ମୁଦୁଲି ଜଣେ ଗରୀବ ପରିବାରର ଅଟନ୍ତି l ମାଟି
Read More...

ଏଏଫ୍‌ସି ନିଷ୍ପତ୍ତିକୁ ଭାରତୀୟ ଫୁଟବଲ୍‌ ଟିମ୍‌ର ସମର୍ଥନ

ନୂଆଦିଲ୍ଲୀ : ଫିଫା-୨୦୨୨ ବିଶ୍ୱକପ୍‌ର ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ପାଇଁ ଏସିଆନ୍‌ ଫୁଟବଲ୍‌ କନଫେଡେରେସନ (ଏଏଫ୍‌ସି) କାର୍ଯ୍ୟସୂଚୀକୁ ପୁନଃ ନିର୍ଦ୍ଧାରିତ କରିଥିବାରୁ ସେଥିନେଇ ଭାରତୀୟ ପୁରୁଷ ଫୁଟବଲ୍‌ ଟିମ୍‌ ଆଶ୍ୱସ୍ତି ଲାଭ କରିଛି । ଏଏଫ୍‌ସିର ନିଷ୍ପତ୍ତିକୁ ଏହା ସ୍ୱାଗତ
Read More...

ନିଟ୍‌ ପରୀକ୍ଷା ଘୁଞ୍ଚାଇବା ଆବେଦନ ଖାରଜ

ନୂଆଦିଲ୍ଲୀ : ନିଟ୍‌ ଓ ଜେଇଇ ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ଦାଖଲ ହୋଇଥିବା ଆବେଦନପତ୍ରକୁ ସୁପ୍ରିମ୍‌କୋର୍ଟ ଆଜି ଖାରଜ କରିଦେଇଛନ୍ତି । ନିର୍ଦ୍ଧାରିତ ସମୟରେ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହେବ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି ।ସୂଚନା ମୁତାବକ, କୋଭିଡ -୧୯ ସଂକ୍ରମଣର
Read More...

ଉତ୍ତେଜନା ସତ୍ତେ୍ୱ ଭାରତ-ନେପାଳ ମଧ୍ୟରେ କଥାବାର୍ତ୍ତା

କାଠମାଣ୍ଡୁ: ନେପାଳର କେତେକ କାର୍ଯ୍ୟକଳାପକୁ ନେଇ ଭାରତ ଏବଂ ଏହା ମଧ୍ୟରେ ବିବାଦ ଲାଗି ରହିଛି । ଏହା ସତ୍ତେ୍ୱ ଦୁଇ ଦେଶ ସୋମବାର କେତେକ ପ୍ରସଙ୍ଗ ଉପରେ ଭିଡ଼ିସ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ
Read More...