ଅମିତ୍‌ ଶାହଙ୍କୁ କରୋନା

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ଏକଥା ସେ ନିଜେ ଟ୍ୱିଟ୍‌ କରି ଜଣାଇଛନ୍ତି । ଏହାପରେ ବିଜେପିର ବହୁ ତୁଙ୍ଗ ନେତା ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଟ୍ୱିଟରରେ ସେ ଲେଖିଛନ୍ତି ଯେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ
Read More...

ବୃକ୍ଷପ୍ରେମୀ କାମାକ୍ଷାପ୍ରସାଦଙ୍କ ବୃକ୍ଷରୋପଣ ଅଭିଯାନ

ଭୁବନେଶ୍ୱର : ସହୀଦନଗର ଅଂଚଳର ଉଚ୍ଚଶିକ୍ଷତ ଯୁବ ସମାଜସେବୀ କାମାକ୍ଷାପ୍ରସାଦ କର ବିଦେଶରୁ ଉଚ୍ଚ ଚାକିରୀ ପରିତ୍ୟାଗ କରି ଗତ ୧୦ ବର୍ଷ ଧରି ସମାଜସେବାରେ ମନୋନିବେଶ କରିଛନ୍ତି । ଏହି କ୍ରମରେ ଶ୍ରୀ କର ବର୍ଷ ତମାମ ସବୁଜିମା ପରିବେଶ ସୃଷ୍ଟି ପାଇଁ ବୃକ୍ଷରୋପଣ କାର୍ଯ୍ୟ ଜାରି ରଖିଛନ୍ତି ।
Read More...

ଅନଲାଇନ ଶିକ୍ଷାଦାନ ପାଇଁ ଶିକ୍ଷକମାନେ ନେବେ ତାଲିମ୍‌

ଭୁବନେଶ୍ୱର : କରୋନା ମହାମାରୀ ପାଇଁ ସମଗ୍ର ରାଜ୍ୟରେ ଗତ ମାର୍ଚ୍ଚ ମାସ ୧୫ ତାରିଖ ପରଠାରୁ ସ୍କୁଲ, କଲେଜ ବନ୍ଦ ରହିଛି । ରଜ ପରେ ସ୍କୁଲ ସ୍ୱାଭାବିକ ଭାବରେ ଆରମ୍ଭ ହେଉଥିଲେ ମଧ୍ୟ ମହାମାରୀ କରୋନା ସଂକଟ ପାଇଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍କୁଲକଲେଜକୁ ବନ୍ଦ ରଖାଯାଇଛି ।
Read More...

୪ରୁ ଲଘୁଚାପ, ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଶ୍ରାବଣରେ ମୁଣ୍ଡଫଟା ଖରାରେ ଚାଷ ଜମି ଫାଟି ଆଁ କରିଛି । ଏହାକୁ ନେଇ ଚାଷକୂଳ ଅସ୍ତବ୍ୟସ୍ତ ହେଉଥିବା ବେଳେ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଯାହା ଆଶ୍ୱସନା ଆଣିଛି । ଲଘୁଚାପର ପ୍ରଭାବରେ ଆସନ୍ତା ୪ ତାରିଖରୁ ଦୁଇଦିନ ଆଭ୍ୟନ୍ତରୀଣ ଓ ଅପୂକଳ ଓଡିଶାରେ ବର୍ଷା ହେବାର
Read More...

ଚଳିତ ବର୍ଷ ମହିଳା ଆଇପିଏଲ୍‌ ହେବା ସମ୍ଭାବନା

ନୂଆଦିଲ୍ଲୀ : ଚଳିତ ବର୍ଷ ଶେଷ ଭାଗରେ ପୁରୁଷ ଆଇପିଏଲ୍‌ ଖେଳାଯିବା ଚୂଡ଼ାନ୍ତ ହୋଇସାରିଛି । ଏଥର ଭାରତରେ ନହୋଇ ଏହା ସଂଯୁକ୍ତ ଆରବ ଏମିରେଟ୍ସରେ ଅନୁଷ୍ଠିତ ହେବ । ଏହି ଆଇପିଏଲ୍‌ ପାଇଁ ପ୍ରସ୍ତୁତି ଜୋରସୋର ଚାଲିଥିବା ବେଳେ ମହିଳା ଆଇପିଏଲ୍‌ ଆୟୋଜନ ନେଇ ମଧ୍ୟ ବିଚାର ଆଲୋଚନା ଅରମ୍ଭ
Read More...

ଅନ୍‌ଲାଇନ୍‌ ଗ୍ୟାମ୍ବଲିଂକୁ ପ୍ରମୋଟ କରି ଅଡୁଆରେ ବିରାଟ କୋହଲି

ଚେନ୍ନାଇ : କ୍ରିକେଟ୍‌ ଜଗତର ବାଦ୍‌ସାହ ତଥା ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଅନଲାଇନ ଗ୍ୟାମ୍ବଲିଙ୍ଗକୁ ନେଇ ବିବାଦରେ ଫଶିଯାଇଛନ୍ତି । ମାଡ୍ରାସ ହାଇକୋର୍ଟରେ ବିରାଟ କୋହଲିଙ୍କୁ ଗିରଫ କରିବାକୁ ପିଟିସନ ଦାଏର କରାଯାଇଛି । ଅନଲାଇନ ଗ୍ୟାମ୍ବଲିଙ୍ଗକୁ ସେ ପ୍ରମୋଟ କରୁଥିବା ଅଭିଯୋଗ
Read More...

କରୋନାରେ କ୍ୟାବିନେଟ ମନ୍ତ୍ରୀଙ୍କ ପରଲୋକ

ଲକ୍ଷେ୍ନା÷ : ଉତ୍ତରପ୍ରଦେଶର ଶିକ୍ଷାମନ୍ତ୍ରୀ କମଳରାନୀ ବରୁଣଙ୍କର ରବିବାର ପରଲୋକ ହୋଇଯାଇଛି । ବିଶ୍ୱ ମହାମାରୀ କରୋନାରେ ସଂକ୍ରମିତ ହେବା ପରେ ସେ ଲକ୍ଷେ୍ନା÷ର ସଂଜୟ ଗାନ୍ଧୀ ପିଜିଆଇରେ ଭର୍ତ୍ତି ହୋଇଥିଲେ । ଏସଜିପିଜିଆଇର ସିଏମ୍‌ଏସ୍ ଡକ୍ଟର ଅମିତ ଅଗ୍ରୱାଲ ତାଙ୍କର ପରଲୋକର ସୂଚନା
Read More...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭.୫୦ଲକ୍ଷ ପାର, ସୁସ୍ଥ ହେଲେଣି ୧୧.୪୫ ଲକ୍ଷ

ନୂଆଦିଲ୍ଲୀ : ଦେଶରେ ଗୋଟିଏ ଦିନରେ ୫୪,୭୩୫ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ପଜିଟିଭ ସଂଖ୍ୟା ୧୭ଲକ୍ଷ ଅତିକ୍ରମ କରିଥିବା ବେଳେ ୧୧ଲକ୍ଷରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ମୁତାବକ କରୋନା
Read More...

ଭିଭିଏସ ଲକ୍ଷ୍ମଣ ସେୟାର କଲେ ବିନା ହାତରେ ସିଲେଇ କରୁଥିବା ବ୍ୟକ୍ତିଙ୍କ ଫଟୋ, ଲେଖିଲେ ଏମିତି କଥା

ନୂଆଦିଲ୍ଲୀ : ନିଜର ବ୍ୟାଟିଂ ବଳରେ ଟିମ ଇଣ୍ଡିଆକୁ ବହୁବାର ମ୍ୟାଚ ଜିତାଇଥିବା ପୂର୍ବତନ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ସବୁବେଳେ ସୋସିଆଲ ମିଡିଆରେ ଖୁବ ସକ୍ରିୟ ଅଛନ୍ତି । ସେ ସୋସିଆଲ ମିଡିଆରେ ବହୁବାର ଫଟୋ ପୋଷ୍ଟ କରିଥାନ୍ତି । ଏହେ ଏକ ଫଟୋ ସେୟାର କରିଛନ୍ତି ଯାହା
Read More...

ଗଜପତିରେ ପୁଣି ୯୧କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୯୧ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀରୁ ୪ ଜଣ,ଗୁମ୍ମା ବ୍ଳକରୁ ୧୯ଜଣ,ରାୟଗଡ଼ ବ୍ଳକରୁ ୧୦ଜଣ,ପାରଳା ପୌର ପରିଷଦରୁ ୩୬ ଜଣ, ମୋହନା ବ୍ଳକରୁ ୧୧ଜଣ କାଶୀନଗର ବ୍ଳକରୁ ୭ ଜଣ, ନୂଆଗଡ ବ୍ଳକରୁ ୪ଜଣ
Read More...