ରାଜ୍ୟ ସରକାର ୮୪ଟି ୧୦୮ ନୂଆ ଆମ୍ବୁଲାନ୍ସ କିଣିବେ
ଭୁବନେଶ୍ୱର : ରାଜ୍ୟ ସରକାର ଖୁବଶୀଘ୍ର ୮୪ଟି ୧୦୮ ନୂଆ ଆମ୍ବୁଲାନ୍ସ କିଣିବେ । ଚିକିତ୍ସା ସୁବିଧାକୁ ଜନସାଧାରଣଙ୍କ ହାତପାହାନ୍ତାରେ ପହଞ୍ଚାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖି ଏହି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଏବେ ୫୨୦ଟି ୧୦୮ ଆମ୍ବୁଲାନ୍ସ ଗଡୁଛି । ଏହା ସତ୍ତ୍ୱେ ବିଭିନ୍ନ ସମୟରେ!-->…
Read More...
Read More...