ବୌଦ୍ଧ : ଆଜି ନୂତନ ୮ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୨୬/୭ - ପୂର୍ବରୁ ଜିଲାରେ ୧୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ବୌଦ୍ଧଜିଲ୍ଲାରେ ଆଜି ଯେଉଁ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ ବୌଦ୍ଧ ସହର
Read More...

ଜୁଆ ଆଡ୍ଡାରେ ଚଢ଼ାଉ ୮ ଜୁଆଡ଼ି ଗିରଫ ୨୮୧୦୦ଟଙ୍କା ସହ ୮ ବାଇକ୍ ଜବତ

ବାଲିଗୁଡ଼ା: ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଜୁଆ ଆଡ୍ଡାରେ ଚଢ଼ାଉ । ୮ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ପୋଲିସ୍ । ଘଟଣାସ୍ଥଳରୁ ନଗଦ ୨୮୧୦୦ଟଙ୍କା ସହ ୮ ଟି ବାଇକ୍ ଜବତ କରିଛି ପୋଲିସ୍ । ଏଥିସହିତ ଆଠଟି ମୋବାଇଲ ଓ ୧୦ପ୍ୟାକେଟ୍ ତାସ୍ ମଧ୍ୟ ଜବତ କରିଛି ପୋଲିସ୍ । ବର୍ତ୍ତମାନ ସମୟରେ ବାଲିଗୁଡ଼ା
Read More...

କରୋନା ଯୋଦ୍ଧାଙ୍କୁ ପୋଲିସର ମାଡ ଅଭିଯୋଗ

ବୌଦ୍ଧ,୨୬/୭ - କଣ୍ଟାମାଳ ବ୍ଲକ୍ ଖଟଖଟିଆ ଗ୍ରାମର ପୀତାମ୍ବର ମାଝୀ ଜଣେ କରୋନାଯୋଦ୍ଧା । କୋଭିଡ୍ ମହାମାରୀ ସମୟରେ ୨୬ ଦିନ ଧରି ପ୍ରବାସୀମାନେ ରହୁଥିବା ଖଟଖଟିଆ ସଙ୍ଗରୋଧ କେନ୍ଦ୍ରରେ ସେ ତତ୍ୱାବଧାରକ ଭାବେ କାମ କରିଥିଲେ । ପ୍ରବାସୀ ମାନଙ୍କୁ ଖାଦ୍ୟ ପରିବେଷଣ ଠାରୁ ଆରମ୍ଭ କରି କେନ୍ଦ୍ରକୁ
Read More...

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର, ରାସ୍ତା ଖରାପ ଯୋଗୁଁ ଖଟିଆରେ ବୁହାହେଲେ ଆହତ

ବୌଦ୍ଧ -ଆଜି ସକାଳ ପ୍ରାୟ 7 ଘଣ୍ଟା ସମୟରେ ଶୌଚ ହେବା ପାଇଁ ଘର ଠାରୁ ମାତ୍ର 200 ମିଟର ଦୂରକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ହରଭଙ୍ଗା ଥାନା ବିଶିପାଲି ଗ୍ରାମର ଜଣେ ବୃଦ୍ଧ l ତାଙ୍କୁ ଡାକ୍ତରଖାନା ନେବା ପାଇଁ 108 ଆମ୍ବୁଲାନସ୍ ଡକା ଯାଇଥିଲେ ମଧ୍ୟ ରାସ୍ତା ଖରାପ ଯୋଗୁଁ
Read More...

ନାମକୁ ମାତ୍ର କଣ୍ଟେନମେଣ୍ଟ ଜୋନ ଘୋଷଣା, ସବୁଠି ଢିଲାମେଲା !

ବୌଦ୍ଧ,୨୫/୭ - ଜିଲ୍ଲାରେ କରୋନା ସ୍ଥିତି ସଙ୍ଗୀନ ଅବସ୍ଥାକୁ ଆସିଛି । ଜିଲ୍ଲାରେ ୧୨୩ ଜଣ କରୋନା ପଜିଟିଭ ମାନଙ୍କ ମଧ୍ୟରୁ ୫୮ ଲୋକାଲରୁ ଓ ହୋମ କ୍ୱାରେଣ୍ଟାଇନରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଯେଉଁ ଅଂଚଳରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି
Read More...

ଶିଳ୍ପସଂସ୍ଥାର ପୁନଃରୁଦ୍ଧାର ପାଇଁ ଶିଳ୍ପମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନଫରେନସ ମାଧ୍ୟମରେ ସମୀକ୍ଷା

ଭୁବନେଶ୍ୱର,୨୫/୭- ଚୌଦ୍ୱାର କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳଙ୍କ ଅନୁରୋଧକ୍ରମେ ଚୌଦ୍ୱାର ଅଞ୍ଚଳରେ ଦୀର୍ଘଦିନ ଧରି ବନ୍ଦ ହୋଇଥିବା ଶିଳ୍ପସଂସ୍ଥାର ପୁନଃରୁଦ୍ଧାର ନିମନ୍ତେ ମାନ୍ୟବର ଶିଳ୍ପମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ପୌରହିତ୍ୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ଏକ
Read More...

ସହରରେ କାଞ୍ଜିଆ ହୁଦା ନଥିବାରୁ ବୁଲା ଗାଈଗୋରୁଙ୍କର ଉପଦ୍ରବ

ପାରଳାଖେମୁଣ୍ଡି,୨୫/୭- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ କାଞ୍ଜିଆ ହୁଦା ନଥିବାରୁ ବୁଲା ଗାଈଗୋରୁ ଷଣ୍ଢର ଉପଦ୍ରବ ସହରରେ ଦିନକୁ ଦିନ ବୃଦ୍ଧି ପାଉଛି ଯାହା ଫଳରେ ସହରରେ ଟ୍ରାଫିକ ସମସ୍ୟା ସହିତ ଛୋଟ ବଡ଼ ଦୁର୍ଘଟଣା ଘଟିବାର ଦେଖିବାକୁ ମିଳିଛି । ଗାଈ ଗୋରୁ
Read More...

ସହରରେ କାଞ୍ଜିଆ ହୁଦା ନଥିବାରୁ ବୁଲା ଗାଈଗୋରୁଙ୍କର ଉପଦ୍ରବ

ପାରଳାଖେମୁଣ୍ଡି,୨୫/୭- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ କାଞ୍ଜିଆ ହୁଦା ନଥିବାରୁ ବୁଲା ଗାଈଗୋରୁ ଷଣ୍ଢର ଉପଦ୍ରବ ସହରରେ ଦିନକୁ ଦିନ ବୃଦ୍ଧି ପାଉଛି ଯାହା ଫଳରେ ସହରରେ ଟ୍ରାଫିକ ସମସ୍ୟା ସହିତ ଛୋଟ ବଡ଼ ଦୁର୍ଘଟଣା ଘଟିବାର ଦେଖିବାକୁ ମିଳିଛି । ଗାଈ ଗୋରୁ
Read More...

ଗାଁ କଲ୍ୟାଣ ସମିତି ପକ୍ଷରୁ କରୋନା ସଚେତନତା ଓ ବୈଠକ

ପାରଳାଖେମୁଣ୍ଡି,୨୫/୭- ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର କେରାଣ୍ଡି ପଞ୍ଚାୟତର ବି ସୀତାପୁର ଗ୍ରାମରେ ଗାଁ କଲ୍ୟାଣ ସମିତି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଗ୍ରାମର ୱାଡ଼ସଭ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ୱାସ୍ଥ୍ୟ କର୍ମୀ ଈ ଜଗଦମ୍ବା,ରଞ୍ଜିତ
Read More...

କୋଭିଡ୍ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ

ବୌଦ୍ଧ, ୨୫/୭ - ବୌଦ୍ଧ ଜିଲ୍ଲାରେ ସରକାରଙ୍କ ଦ୍ୱାରା ନିଯୁକ୍ତ କୋଭିଡ୍ ପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ର, ଆଇ.ଏ.ଏସ. ବୌଦ୍ଧ ଗସ୍ତରେ ଆସି ଆଜି ସର୍କୀଟ୍ ହାଉସ୍ ଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଥଣ୍ଡା ଜ୍ୱର, ସର୍ଦ୍ଦି ଓ କାଶ ଆଦି ଲକ୍ଷଣ ଯାହାପାଖରେ ପ୍ରକାଶ ପାଇବ ତାଙ୍କୁ
Read More...