ଦେଶବାସୀଙ୍କୁ ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଲେ ପିଏମ୍ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତାମାନେ ସୋମବାର ଦିନ ରକ୍ଷାବନ୍ଧନ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦେଶବାସୀଙ୍କୁ ବଧାଇ ଜଣାଇଛନ୍ତି
Read More...

ଗଜପତିରେ ପୁଣି ୬୧କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୬୧ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀରୁ ୬ ଜଣ,ଗୁମ୍ମା ବ୍ଳକରୁ ୧୦ଜଣ,ରାୟଗଡ଼ ବ୍ଳକରୁ ୯ଜଣ,ପାରଳା ପୌର ପରିଷଦରୁ ୧୭ ଜଣ, ମୋହନା ବ୍ଳକରୁ ୧୦ଜଣ କାଶୀନଗର ବ୍ଳକରୁ ୫ ଜଣ,
Read More...

କ୍ୟାବିନେଟ ମିଟିଂରେ ସାମିଲ ହୋଇଥିଲେ ଶାହ, ମନ୍ତ୍ରୀଙ୍କୁ ନିଜ କରୋନା ଟେଷ୍ଟ କରାଇବାକୁ ନିବେଦନ କଲେ

ନୂଆଦିଲ୍ଲୀ : କରୋନା ସଂକ୍ରମିତ ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏ ସଂପର୍କରେ ରବିବାର ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଡକ୍ଟରଙ୍କ ଉପଦେଶ ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କେନ୍ଦ୍ର ମନ୍ତ୍ରୀମଣ୍ଡଳର ପ୍ରଥମ ସଦସ୍ୟ ଭାବେ ଶାହ କରୋନା ରୋଗରେ ଆକ୍ରାନ୍ତ
Read More...

ନୂଆ ୯୩ ପଜିଟିଭ ଚିହ୍ନଟ ପରେ ସମ୍ବଲପୁରବାସୀଙ୍କ ଚିନ୍ତା ବଢିଲା

ସମ୍ବଲପୁର : ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ନୂଆ ୯୩ ଜଣ ପଜିଟିଭ ଚିହ୍ନଟ ଘୋଷଣା ପରେ ସମ୍ବଲପୁରବାସୀଙ୍କ ମନରେ ଛନକା ପଶିବା ସହିତ ଚିନ୍ତା ବଢି ଯାଇଛି । ଏହାସହିତ ସମଗ୍ର ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ କରୋନା ପଜିଟିଭ ଚିହ୍ନଟଙ୍କ ସଂଖ୍ୟା୫୮୧ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ଜଣଂକର ମତ୍ୟୁ
Read More...

ଲୁପ୍ତପ୍ରାୟ ଗହ୍ମା ଡିଆଁ ପରମ୍ପରା !

ବୌଦ୍ଧ : ଶ୍ରାବଣ ପୂର୍ଣ୍ଣିମାରେ ବୌଦ୍ଧ ଜିଲ୍ଲାର କଣେ ଅନୁକୋଣେ ପାଳିତ ହୋଇଥାଏ ଗହ୍ମା ପର୍ବ । ମାଟିରେ ଗାଆଁ ଦାଣ୍ଡରେ ଗହ୍ମା ତିଆରି କରି ଗାଆଁର ପିଲାମାନେ ଶ୍ରାବଣ ପୂର୍ଣ୍ଣିମାରେ ତା ଉପରେ ଡେଇଁ ଖେଳି ଥାଆନ୍ତି । ଗହ୍ମା ପର୍ବକୁ ଆହୁରି ଆମୋଦଦାୟକ ଓ ଆକର୍ଷଣୀୟ କରିବା ପାଇଁ ଶେଷ ମୁଣ୍ଡର
Read More...

ରାଜ୍ୟରେ ପୁଣି ୧୩୮୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବେକାବୁ ହେବାରେ ଲାଗିଛି କରୋନା ସ୍ଥିତି । ଆଜି ପୁଣି ୨୬ଟି ଜିଲ୍ଲାରୁ ୧୩୮୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮୭୩ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୫୧୧ଜଣ ଲୋକାଲ କଣ୍ଟାକ୍ଟ ହୋଇଥିବା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...

ମହାନଦୀରେ ଭାସି ଯାଉଥିବା ଯୁବକ ଉଦ୍ଧାର

ବୌଦ୍ଧ - ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଉଥିବା ଜଣେ ଯୁବକଙ୍କୁ ହରଭଙ୍ଗା ଥାନା କୁଶଙ୍ଗ ଗ୍ରାମ ପଂଚାୟତର ଅତଳସରା ନିକଟରୁ ଆଜି ଅପରାନ୍ହ ପ୍ରାୟ 4 ଘଣ୍ଟା ସମୟରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ରବିବାର ଅପରାହ୍ନ ପ୍ରାୟ ୪ଟା ସମୟରେ
Read More...

ହସ୍ପିଟାଲରୁ ଫେରିଲେ ସୋନିଆ

ନୂଆଦିଲ୍ଲୀ : ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଗୁରୁବାର ଦିନ ତାଙ୍କୁ ନିୟମିତ ଯାଞ୍ଚ ପାଇଁ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଜୁଲାଇ ୩୦ରେ ସନ୍ଧ୍ୟା ୭ଟା
Read More...

ଅମିତ୍‌ ଶାହଙ୍କୁ କରୋନା

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ଏକଥା ସେ ନିଜେ ଟ୍ୱିଟ୍‌ କରି ଜଣାଇଛନ୍ତି । ଏହାପରେ ବିଜେପିର ବହୁ ତୁଙ୍ଗ ନେତା ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଟ୍ୱିଟରରେ ସେ ଲେଖିଛନ୍ତି ଯେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ
Read More...

ବୃକ୍ଷପ୍ରେମୀ କାମାକ୍ଷାପ୍ରସାଦଙ୍କ ବୃକ୍ଷରୋପଣ ଅଭିଯାନ

ଭୁବନେଶ୍ୱର : ସହୀଦନଗର ଅଂଚଳର ଉଚ୍ଚଶିକ୍ଷତ ଯୁବ ସମାଜସେବୀ କାମାକ୍ଷାପ୍ରସାଦ କର ବିଦେଶରୁ ଉଚ୍ଚ ଚାକିରୀ ପରିତ୍ୟାଗ କରି ଗତ ୧୦ ବର୍ଷ ଧରି ସମାଜସେବାରେ ମନୋନିବେଶ କରିଛନ୍ତି । ଏହି କ୍ରମରେ ଶ୍ରୀ କର ବର୍ଷ ତମାମ ସବୁଜିମା ପରିବେଶ ସୃଷ୍ଟି ପାଇଁ ବୃକ୍ଷରୋପଣ କାର୍ଯ୍ୟ ଜାରି ରଖିଛନ୍ତି ।
Read More...