ଅନଲାଇନ ଶିକ୍ଷାଦାନ ପାଇଁ ଶିକ୍ଷକମାନେ ନେବେ ତାଲିମ୍‌

ଭୁବନେଶ୍ୱର : କରୋନା ମହାମାରୀ ପାଇଁ ସମଗ୍ର ରାଜ୍ୟରେ ଗତ ମାର୍ଚ୍ଚ ମାସ ୧୫ ତାରିଖ ପରଠାରୁ ସ୍କୁଲ, କଲେଜ ବନ୍ଦ ରହିଛି । ରଜ ପରେ ସ୍କୁଲ ସ୍ୱାଭାବିକ ଭାବରେ ଆରମ୍ଭ ହେଉଥିଲେ ମଧ୍ୟ ମହାମାରୀ କରୋନା ସଂକଟ ପାଇଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍କୁଲକଲେଜକୁ ବନ୍ଦ ରଖାଯାଇଛି ।
Read More...

୪ରୁ ଲଘୁଚାପ, ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଶ୍ରାବଣରେ ମୁଣ୍ଡଫଟା ଖରାରେ ଚାଷ ଜମି ଫାଟି ଆଁ କରିଛି । ଏହାକୁ ନେଇ ଚାଷକୂଳ ଅସ୍ତବ୍ୟସ୍ତ ହେଉଥିବା ବେଳେ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଯାହା ଆଶ୍ୱସନା ଆଣିଛି । ଲଘୁଚାପର ପ୍ରଭାବରେ ଆସନ୍ତା ୪ ତାରିଖରୁ ଦୁଇଦିନ ଆଭ୍ୟନ୍ତରୀଣ ଓ ଅପୂକଳ ଓଡିଶାରେ ବର୍ଷା ହେବାର
Read More...

ଚଳିତ ବର୍ଷ ମହିଳା ଆଇପିଏଲ୍‌ ହେବା ସମ୍ଭାବନା

ନୂଆଦିଲ୍ଲୀ : ଚଳିତ ବର୍ଷ ଶେଷ ଭାଗରେ ପୁରୁଷ ଆଇପିଏଲ୍‌ ଖେଳାଯିବା ଚୂଡ଼ାନ୍ତ ହୋଇସାରିଛି । ଏଥର ଭାରତରେ ନହୋଇ ଏହା ସଂଯୁକ୍ତ ଆରବ ଏମିରେଟ୍ସରେ ଅନୁଷ୍ଠିତ ହେବ । ଏହି ଆଇପିଏଲ୍‌ ପାଇଁ ପ୍ରସ୍ତୁତି ଜୋରସୋର ଚାଲିଥିବା ବେଳେ ମହିଳା ଆଇପିଏଲ୍‌ ଆୟୋଜନ ନେଇ ମଧ୍ୟ ବିଚାର ଆଲୋଚନା ଅରମ୍ଭ
Read More...

ଅନ୍‌ଲାଇନ୍‌ ଗ୍ୟାମ୍ବଲିଂକୁ ପ୍ରମୋଟ କରି ଅଡୁଆରେ ବିରାଟ କୋହଲି

ଚେନ୍ନାଇ : କ୍ରିକେଟ୍‌ ଜଗତର ବାଦ୍‌ସାହ ତଥା ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଅନଲାଇନ ଗ୍ୟାମ୍ବଲିଙ୍ଗକୁ ନେଇ ବିବାଦରେ ଫଶିଯାଇଛନ୍ତି । ମାଡ୍ରାସ ହାଇକୋର୍ଟରେ ବିରାଟ କୋହଲିଙ୍କୁ ଗିରଫ କରିବାକୁ ପିଟିସନ ଦାଏର କରାଯାଇଛି । ଅନଲାଇନ ଗ୍ୟାମ୍ବଲିଙ୍ଗକୁ ସେ ପ୍ରମୋଟ କରୁଥିବା ଅଭିଯୋଗ
Read More...

କରୋନାରେ କ୍ୟାବିନେଟ ମନ୍ତ୍ରୀଙ୍କ ପରଲୋକ

ଲକ୍ଷେ୍ନା÷ : ଉତ୍ତରପ୍ରଦେଶର ଶିକ୍ଷାମନ୍ତ୍ରୀ କମଳରାନୀ ବରୁଣଙ୍କର ରବିବାର ପରଲୋକ ହୋଇଯାଇଛି । ବିଶ୍ୱ ମହାମାରୀ କରୋନାରେ ସଂକ୍ରମିତ ହେବା ପରେ ସେ ଲକ୍ଷେ୍ନା÷ର ସଂଜୟ ଗାନ୍ଧୀ ପିଜିଆଇରେ ଭର୍ତ୍ତି ହୋଇଥିଲେ । ଏସଜିପିଜିଆଇର ସିଏମ୍‌ଏସ୍ ଡକ୍ଟର ଅମିତ ଅଗ୍ରୱାଲ ତାଙ୍କର ପରଲୋକର ସୂଚନା
Read More...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭.୫୦ଲକ୍ଷ ପାର, ସୁସ୍ଥ ହେଲେଣି ୧୧.୪୫ ଲକ୍ଷ

ନୂଆଦିଲ୍ଲୀ : ଦେଶରେ ଗୋଟିଏ ଦିନରେ ୫୪,୭୩୫ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ପଜିଟିଭ ସଂଖ୍ୟା ୧୭ଲକ୍ଷ ଅତିକ୍ରମ କରିଥିବା ବେଳେ ୧୧ଲକ୍ଷରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ମୁତାବକ କରୋନା
Read More...

ଭିଭିଏସ ଲକ୍ଷ୍ମଣ ସେୟାର କଲେ ବିନା ହାତରେ ସିଲେଇ କରୁଥିବା ବ୍ୟକ୍ତିଙ୍କ ଫଟୋ, ଲେଖିଲେ ଏମିତି କଥା

ନୂଆଦିଲ୍ଲୀ : ନିଜର ବ୍ୟାଟିଂ ବଳରେ ଟିମ ଇଣ୍ଡିଆକୁ ବହୁବାର ମ୍ୟାଚ ଜିତାଇଥିବା ପୂର୍ବତନ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ସବୁବେଳେ ସୋସିଆଲ ମିଡିଆରେ ଖୁବ ସକ୍ରିୟ ଅଛନ୍ତି । ସେ ସୋସିଆଲ ମିଡିଆରେ ବହୁବାର ଫଟୋ ପୋଷ୍ଟ କରିଥାନ୍ତି । ଏହେ ଏକ ଫଟୋ ସେୟାର କରିଛନ୍ତି ଯାହା
Read More...

ଗଜପତିରେ ପୁଣି ୯୧କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୯୧ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀରୁ ୪ ଜଣ,ଗୁମ୍ମା ବ୍ଳକରୁ ୧୯ଜଣ,ରାୟଗଡ଼ ବ୍ଳକରୁ ୧୦ଜଣ,ପାରଳା ପୌର ପରିଷଦରୁ ୩୬ ଜଣ, ମୋହନା ବ୍ଳକରୁ ୧୧ଜଣ କାଶୀନଗର ବ୍ଳକରୁ ୭ ଜଣ, ନୂଆଗଡ ବ୍ଳକରୁ ୪ଜଣ
Read More...

ସହରର ସଂକ୍ରମିତ ଅଞ୍ଚଳକୁ ସାନିଟାଇଜ ଠିକ ରୂପେ ହେଉନଥିବା ଅଭିଯୋଗ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ହେଲେ ସଂକ୍ରମିତ ଅଞ୍ଚଳ ଗୁଡ଼ିକରେ ସାନିଟାଇଜର ବ୍ୟବସ୍ଥା ଠିକ ରୂପେ କରାଯାଉ ନଥିବାର ଅଭିଯୋଗ ହେଉ ଅଛି । କରୋନା ସଂକ୍ରମିତ ଅଞ୍ଚଳ ଗୁଡିକ ଠିକ ଭାବେ ବିଶୋଧନ
Read More...

ସମ୍ବଲପୁରରେ ୫୧ ନୂଆ କରୋନା ପଜିଟିଭ ଚିହ୍ନଟ

ସମ୍ବଲପୁର : ଆଜି ସମଗ୍ର ରାଜ୍ୟରେ ପଜିଟିଭ ଚିହ୍ନଟ ରୂପେ ଘୋଷିତ ୧୪୩୪ ଜଣଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲାର ଅବଦାନ ୫୧ ରହିଛି । ଏହା ସହିତ ସମ୍ବଲପୁର ଜିଲ୍ଲାରେ କରୋନା ପଜିଟିଭଙ୍କ ମୋଟ ସଂଖ୍ୟା ୪୯୮ରେ ପହଞ୍ଚିଛି । ଏହି କ୍ରମରେ ସମ୍ବଲପୁର ଜିଲ୍ଲାର ସ୍ଥିତି ଦିନକୁ ଦିନ ବିଗୁଡୁଛି, ଯାହାକି
Read More...