ରାଜ୍ୟରେ ପୁଣି ୨ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ପୁଣି ଆଉ ୨ଟି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୧୪୩ରୁ ୧୪୫ ଛୁଇଁଛି ମୋଟ ସଂକ୍ରମିତଙ୍କ ସଂଖ୍ୟା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ୱେବସାଇଟ୍‌ ମାଧ୍ୟମରୁ ଜଣାପଡିଛି । ତେବେ ମଧ୍ୟାହ୍ନରେ ଚିହ୍ନଟ ହୋଇଥିବା
Read More...

ଶସ୍ତା ହେଲା ଏଲପିଜି ସିଲିଣ୍ଡର, ଜାଣନ୍ତୁ କେତେ

ନୂଆଦିଲ୍ଲୀ : ଲଗାତାର ତୃତୀୟ ଥର ପାଇଁ ଏଲପିଜି ସିଲିଣ୍ଡର ଦର କମିଛି । ମଇ ମାସ ରେ ଏଲିପିଜି ସିଲିଣ୍ଡର ଦାମରେ ୧୬୨.୫୦ ଟଙ୍କା କମିଛି । ତେଲ ବିପଣନ କଂପାନୀମାନେ ପ୍ରତ୍ୟେକ ମାସ ଏକ ତାରିଖ ଦିନ ଏଲିପିଜି ସିଲିଣ୍ଡର ଦର ଉପରେ ସମୀକ୍ଷା କରିଥାନ୍ତି । ନୂତନ ଦର ହିସାବରେ ଦିଲ୍ଲୀରେ ୧୪.୨
Read More...

ପ୍ରଶାସନର ଦୃଷ୍ଟିପଡ଼ୁ : କରୋନା ନୁହେଁ, ମୁଣ୍ଡ ଗୁଞ୍ଜିବା ଚିନ୍ତାରେ ଜୟନ୍ତୀଙ୍କ ପରିବାର

ବଲାଙ୍ଗୀର :ସ୍ୱୀମୀ ମାନସିକ ରୋଗୀ , ଦୁଇ ଦୁଇଟି ଛୋଟ ଛୁଆ । ପରଘରେ ମୂଲ ଲାଗିଲେ ମେଣ୍ଟେ ଗୁଜୁରାଣ । ବାସସ୍ଥାନ କହିଲେ, ପଲିଥିନ୍ ଟଣା ମାଟିଘର । ଗତ ଅଗଷ୍ଟ ମାସ ବନ୍ୟା ପରେ ବିପଦ ସଙ୍କୁଳ ଘରକୁ ସଜାଡ଼ି କଷ୍ଟେମଷ୍ଟେ ରହୁଥିଲେ ସପରିବାର । ପୁଣି ପ୍ରକୃତି ସାଧିଲା ଦାଉ ଅଦିନିଆ ଝଡ଼ ପବନ ଉଡ଼ାଇ
Read More...

ଭିମସାର ମେଡିସିନ ୱାର୍ଡରେ ଜଣଙ୍କ କୋଭିଡ ଲକ୍ଷଣରୁ ଉତ୍ତେଜନା

ସମ୍ବଲପୁର: ବୁର୍ଲାସ୍ଥିତ ଭିମସାର ହସ୍ପିଟାଲର ମେଡିସିନ ୱାର୍ଡରେ ଜଣେ ରୋଗୀର କୋଭିଡ ଲକ୍ଷଣ ଦେଖାଯିବାରୁ ସେଠାରେ ସାମାନ୍ୟ ଉତ୍ତେଜନା ଦେଖାଦେଇଛି । ଏହି ୪୫ ବର୍ଷୀୟ ମହିଳା ରୋଗୀ ଜଣକ ବିଷକ୍ରିୟାରୁ ଗମ୍ଭୀର ଅବସ୍ଥାରେ ପ୍ରଥମେ ଆଶୁଚିକିତ୍ସା ପରେ ମେଡିସିନ ୱାର୍ଡରେ ଭର୍ତ୍ତି ହୋଇଥିଲେ ।
Read More...

ବୃଦ୍ଧାବସ୍ଥାରେ ବେସାହାରା : ଅବସର ନେବାର ୧୫ବର୍ଷ ପରେ ମଧ୍ୟ ମିଳିନି ପାଉଣା

ବୌଦ୍ଧ:ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ଜଣେ କର୍ମଚାରୀ ଚାକିରୀରୁ ଅବସର ନେବାର ୧୫ ବର୍ଷ ପରେ ମଧ୍ୟ ଅବସର ସମୟରେ ପାଇବାକୁ ଥିବା ଆର୍ଥିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି । କେଡର ସେକ୍ରେଟାରୀ ଭାବେ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କରେ ସତ୍ୟନାରାୟଣ ବେହେରା
Read More...

ବାଲେଶ୍ଵରରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ରେ ପହଁଚିଛି। ଆକ୍ରାନ୍ତ ବ୍ୟକ୍ତି ଜଣକ ବାଲେଶ୍ଵର ଜିଲାର ଏବଂ ସେ କଲିକତା ଫେରନ୍ତା ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚୀତ କରାଯାଇଛି।
Read More...

ଚାଷୀ ମୁଣ୍ଡରେ ଚଡକ : ଉଚିତ୍ ମୂଲ୍ୟ ପାଉନି, କେମିତି ସୁଝିବ ଋଣ

ଫୁଲବାଣୀ:ରାଜ୍ୟରେ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ଧିରେ ଧିରେ ବଢୁଥିବା ବେଳେ ରାଜ୍ୟ ସରକାର ଏହି ସଂକ୍ରମଣରୁ ବଂଚିବ କେମିତି ବଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି ।ଲକଡାଉନ ଭଳି ସମସ୍ୟା ପଦକ୍ଷେପ ନେଉଛନ୍ତି କିନ୍ତୁ ଏହି ବନ୍ଦ ଫଳରେ ଚାଷୀ ନିଜ ଚାଷରୁ ହୋଉଥିବା ଅମଳ କିଭଳି ବଜାରକୁ ଆସିବ
Read More...

ଅନ୍ୟମାନଙ୍କ ପାଇଁ ସୃଷ୍ଟିକଲେ ଉଦାହରଣ : କରୋନା ପାଇଁ ନିଜସାହି ସାନିଟାଇଜ କଲେ ଏମସିସିର ସଦସ୍ୟ

ଢେଙ୍କାନାଳ: ମହାମାରୀ କରୋନା ଜୀବାଣୁ କେତେବେଳେ କେଉଁଆଡେ ଯାଉଛି ତାହା ଜାଣିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି । କେନ୍ଦ୍ରସରକାର ଓ ରାଜ୍ୟ ସରକାର କରୋନା ମହାମାରୀରୁ ରକ୍ଷାପାଇବା ପାଇଁ ଲକଡାଉନ ଘୋଷଣା କରିଛନ୍ତି । ଢେଙ୍କାନାଳ ମଧ୍ୟ ଏହି ଲକ୍ଡାଉନରେ ରହିଛି । ଏହି ସହରକୁ ମହାମାରୀ କରୋନାରୁ
Read More...

ଯାଜପୁରରେ ପୁଣି ୧୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଓଡିଶାରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢିଚାଲିଛି । ଯାଜପୁର ଜିଲ୍ଲା ବର୍ତ୍ତମାନ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଏହି ଜିଲ୍ଲାରୁ ଆଜି ଆଉ ୧୭ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସକାଳେ ୩ଜଣ ଚିହ୍ନଟ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ପୁଣି
Read More...

ସୁପ୍ରିମ୍‌କୋର୍ଟରୁ ମିଳିଲା ଗ୍ରୀନ୍ ସିଗ୍‌ନାଲ୍‌, ତିଆରି ହେବ ନୂଆ ସଂସଦ ଓ ପ୍ରଧାନମନ୍ତ୍ରୀଙ୍କ ବାସଭବନ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କର ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ସୁପ୍ରିମ୍‌କୋର୍ଟରୁ ସବୁଜ ସଂକେତ ମିଳିଛି । ଏହି ପ୍ରକଳ୍ପ ଉପରେ ରୋକ୍ ଲଗାଇବା ପାଇଁ ମାମଲା ଦାଏର ହୋଇଥିଲା । ତେବେ କୋର୍ଟ ତାହାକୁ ଖାରଜ କରିଦେଇଛନ୍ତି । ଏହି ପ୍ରକଳ୍ପ ଅଧିନରେ ଦେଶର ନୂଆ ସଂସଦ ଭବନ,
Read More...