ବିଶ୍ୱର ସବୁଠୁ ବଡ଼ କୋଭିଡ୍ ସେଣ୍ଟର ଲୋକାର୍ପିତ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ତିଆରି ହୋଇଥିବା ବିଶ୍ୱର ସବୁଠୁ ବଡ଼ କୋଭିଡ୍ କେୟାର ସେଣ୍ଟର ଆଜି ଲୋକାର୍ପିତ ହୋଇଛି । ଉପରାଜ୍ୟପାଳ ଅନିଲ୍ ବୈଜଲ୍ ଏହାକୁ ଲୋକାର୍ପିତ କରିଛନ୍ତି । ମାତ୍ର ୧୦ ଦିନ ଭିତରେ ଏହି ହସ୍ପିଟାଲକୁ ତିଆରି କରାଯାଇଛି । ଏହାର ନାମ ରଖାଯାଇଛି ସର୍ଦ୍ଦାର ପଟେଲ!-->…
Read More...
Read More...