ବିବାହ ବାର୍ଷିକୀରେ ରକ୍ତ ଦାନକରି ଉଦାହରଣ ପାଲଟିଲେ ଦମ୍ପତି
ସୋନପୁର, ୪/୭- ନିଜର ୧୨ ତମ ବିବାହ ବାର୍ଷିକୀରେ ରକ୍ତଦାତା ହୋଇ ଜଣେ ନିରୀହ ଗର୍ଭବତୀ ମାଆର ଜୀବନ ରକ୍ଷା କରିଛନ୍ତି । ଭରତ ସାହୁ ଘୋଡାଧର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି । ସେ ନିଜେ ୨୩ ଥର ରକ୍ତଦାନ କରିଥିବା ବେଳେ ତାଙ୍କର ଧର୍ମପତ୍ନୀ ପ୍ରଥମ ଥର!-->…
Read More...
Read More...