କଂଗ୍ରେସ ଭବନରେ ପାଳନ ହେଲା ଉତ୍କଳ ଦିବସ

ଭୁବନେଶ୍ୱର : ଆଜି କଂଗ୍ରେସ ଭବନରେ ନିରାଡ଼ମ୍ବର ସହକାରେ ପାଳନ ହେଲା ଉତ୍କଳ ଦିବସ।ଆଜି ଉତ୍କଳ ଦିବସ ଅବସରରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଅନ୍ୟ କିଛି ନେତୃବୃନ୍ଦଙ୍କ ସହ କଂଗ୍ରେସ ଭବନରେ ଥିବା ଦେଶର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ
Read More...

ରାଜଧାନୀବାସୀଙ୍କ ବିଶ୍ୱାସ ଜିତିବା ପାଇଁ ବିଏମ୍‌ସିର ପଦକ୍ଷେପ

ଭୁବନେଶ୍ୱର : ରାଜ୍ୟରେ ଚତୁର୍ଥ ସଂକ୍ରମଣ କରୋନା ବ୍ୟକ୍ତି ଚିହ୍ନଟ ପରେ ରାଜ୍ୟର ପ୍ରାଣକେନ୍ଦ୍ର ରାଜଧାନୀବାସୀଙ୍କ ମନରେ ବିଶ୍ୱାସ ଜିଣିବା ପାଇଁ ବିଏମ୍‌ସି ପ୍ରୟାସ ଆରମ୍ଭ କରିଛି । ଗତକାଲି ରାଜଧାନୀର ମୁଖ୍ୟ ରାସ୍ତା ରାଜଭବନ ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ବିଶୋଧନ ସଫେଇ କରାଯାଇଥିବା ବେଳେ
Read More...

ଆଜିଠାରୁ କଟକଣା ବଢିଲା

ସମ୍ବଲପୁର : ଆଜିଠାରୁ ନିୟମରେ ପରିବର୍ତ୍ତନ କଲେ ଜିଲ୍ଲାପାଳ ଓ କଟକଣା କଡା କରିଛନ୍ତି । ସକାଳ 6ଟା ରୁ ପୂର୍ବାହ୍ନ 11 ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ଓ ଅପରାହ୍ନରେ ଆଉ ଦୋକାନ ଖୋଲିବାକୁ ଅନୁମତି ନାହିଁ। ମାର୍କେଟ ଯିବା ପାଇଁ ବାଇକ ନେଲେ ଗାଡି ଜବତ ହେବ।
Read More...

ମୁଥେୟାଙ୍କ ବୋଲିଂରେ ମୁଁ ଭୟଭୀତ ହୋଇଯାଏ: ଯୁବରାଜ

ନୂଆଦିଲ୍ଲୀ: ଗୋଟିଏ ଓଭରରେ ଛଅଟି ଛକା ମାରିବା ଏବଂ ପଡ଼ିଆକୁ ଓହ୍ଲାଇଲେ ଦର୍ଶକଙ୍କ କରତାଳିରେ ଷ୍ଟାଡ଼ିୟମ କମ୍ପି ଉଠିବା ଭଳି ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ଯୁବରାଜ ସିଂ । ୨୦୦୭ରେ ଟି-୨୦ ବିଶ୍ୱକପ୍ ଓ ୨୦୧୧ରେ ବିଶ୍ୱକପ୍‌ରେ ଜିତିବା ତାଙ୍କର ଭୂମିକା ଯଥେଷ୍ଟ ଅଧିକ । ମିଡିଲ୍ ଅର୍ଡ଼ରରେ ବ୍ୟାଟିଂ
Read More...

କରୋନା : ଆମେରିକାରେ ୨୪ ଘଣ୍ଟାରେ ୮୬୫ଜଣ ମୃତ

ୱାଶିଂଟନ : ଆମେରିକାରେ କରୋନା ଭାଇରସରେ ମୃତକଙ୍କ ସଂଖ୍ୟା ୪ହଜାରକୁ ଅତିକ୍ରମ କରିଛି । ସୂଚନା ଅନୁସାରେ ଆମେରିକାରେ କରୋନା ଭାଇରସରେ ମୃତକଙ୍କ ସଂଖ୍ୟା ୪,୦୭୬ରେ ପହଞ୍ଚିଛି । ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୮୬୫ ଲୋକଙ୍କ ଜୀବନ ଯାଇଛି । ଶନିବାର ମୃତକଙ୍କ ସଂଖ୍ୟା ୨,୦୧୦ ଥିଲା ।
Read More...

ହାତୀ ଆକ୍ରମଣରେ ୨ବାଳିକା ମୃତ, ଜଣେ ବୃଦ୍ଧ ଗୁରୁତର

ସମ୍ବଲପୁର : ସ୍ଥାନୀୟ ଯୁଯୁମୁରା ବ୍ଲକରେ ବାରମ୍ବାର ହାତୀ ଆକ୍ରମଣ ରୁ ଗାଁ ଲୋକେ ଅତ୍ୟନ୍ତ ଭୟଭୀତ । ସ୍ଥାନୀୟ କେଶାପାଲି(କୋଲପାଲି) ଓ ନୂଆଁବରଙ୍ଗାମାଲ ଗ୍ରାମରେ ଗତକାଲି ହାତୀ ଆକ୍ରମଣ ରେ ୨ ମୃତ ବାଳିକା ଓ ଜଣେ ବୃଦ୍ଧଙ୍କୁ ଗୁରୁତର ଆହତ ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଗଲା ।
Read More...

ସଚେତନ ହେଲେ ଯୁବସମାଜ : ନିଜ ଗାଁକୁ ସୁରକ୍ଷା ଦେବା ପାଇଁ ଅଣ୍ଟାଭିଡିଲେ

ବାଲିଗୁଡ଼ା: ମହାମାରୀ କୋରୋନା କୁ ନେଇ ସାରାଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି ସରକାର । ପ୍ରଶାସନିକ ସ୍ତରରେ ଗାଁ ଠୁ ସହର ସବୁଠି ଲୋକଙ୍କୁ କରାଯାଇଛି ସଚେତନ । ହେଲେ ଏବେବି ଅନେକ ଅଞ୍ଚଳ ରହିଛି ଯେଉଁଠି ଆଜିବି ଲୋକେ କୌଣଶି ନିୟମ ମାନୁନାହାନ୍ତି । ପ୍ରଶାସନ ପକ୍ଷରୁ ଯେତେ ସଚେତନ କରାଗଲେ
Read More...

୫୦ହଜାର ଜୀବନ ବଞ୍ଚାଇଛି ସାମାଜିକ ଦୂରତା

ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକ୍ରମଣ ଓ ଏହାର ପ୍ରକୋପ ସଂପର୍କରେ ଏକ ଚାଞ୍ଚଲ୍ୟକର ଓ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ବିଭିନ୍ନ ୟୁରୋପୀୟ ଦେଶର ଆଗୁଆ ସତର୍କତାମୂଳକ ପଦକ୍ଷେପ ଯଥା ସାମାଜିକ ଦୂରତା, ଶିକ୍ଷାନୁଷ୍ଠାନ ବନ୍ଦ ଏବଂ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ଯୋଗୁଁ ୟୁରୋପ
Read More...

ସଂକ୍ରମଣରେ କେରଳ ନମ୍ବରୱାନ, ଅନ୍ୟ ରାଜ୍ୟ ସ୍ଥିତି ସଂପର୍କରେ ଜାଣନ୍ତୁ

ନୂଆଦିଲ୍ଲୀ : ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୨୫୧ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସଂକ୍ରମଣରେ କେରଳ ରାଜ୍ୟ ଶୀର୍ଷରେ ରହିଛି । ପୂର୍ବରୁ ମହାରାଷ୍ଟ୍ର ଶୀର୍ଷରେ ଥିଲା । କିନ୍ତୁ ବର୍ତ୍ତମାନ କେରଳ ୨୦୨ ସଂକ୍ରମିତଙ୍କ ସହ ତାଲିକାର ପ୍ରଥମ ସ୍ଥାନରେ
Read More...

କରୋନା ଯୋଦ୍ଧାଙ୍କ ପାଇଁ ଲଣ୍ଡା ହେଲେ ୱାର୍ଣ୍ଣର, କୋହଲିଙ୍କୁ ଦେଲେ ଚ୍ୟାଲେଞ୍ଜ

ସିଡନୀ : ବର୍ତ୍ତମାନ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ ଅହରହ ସେବା କରୁଛନ୍ତିା ସୁରକ୍ଷା କର୍ମୀମାନେ ମଧ୍ୟ ଏହି ସେବାରେ ନିୟୋଜିତ ଅଛନ୍ତି । ସେମାନଙ୍କର ଏଭଳି ମହାନ୍ କାର୍ଯ୍ୟକୁ ଅଷ୍ଟ୍ରେଲିଆର ଓପନିଂ
Read More...