ପୁଣି ଦୂରଦର୍ଶନରେ “ଶକ୍ତିମାନ’

ମୁମ୍ବାଇ: ନବେ ଦଶକରେ କୁନି କୁନି ପିଲାମାନଙ୍କୁ ଟିଭି ଆଗରେ ଏକ ଘଣ୍ଟା କାଳ ବାନ୍ଧି ରଖିଥିବା "ଶକ୍ତିମାନ' ସିରିଏଲ୍ ପୁଣିଥରେ ଆସନ୍ତାକାଲିଠାରୁ ଦୂରଦର୍ଶନରେ ପ୍ରସାରିତ ହେବ । କରୋନା ଯୋଗୁଁ ସାରା ଦେଶବାସୀ ନାକାବନ୍ଦୀରେ ଥିବାରୁ ଏଭଳି ଲୋକପ୍ରିୟ ସିରିଏଲ୍ ପ୍ରସାରିତ ହେବା ପାଇଁ ଏହାର
Read More...

ଆଇସିସି ନିଷ୍ପତ୍ତି ଉପରେ ନିର୍ଭର କରୁଛି ଆଇପିଏଲ

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବହୁ ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲଲ କରାଯାଇଛି । କ୍ରିକେଟର ସବୁଠୁ ବ୍ୟୟବହୁଳ ଓ ଆକର୍ଷଣୀୟ ଇଭେଣ୍ଟ ଆଇପିଏଲକୁ ମଧ୍ୟ ସ୍ଥଗିତ ରଖାଯାଇଛି । ବିସିସିଆଇ ଆସନ୍ତା ଅକ୍ଟୋବରରୁ ନଭେମ୍ବର ଭିତରେ ଆଇପିଏଲ୍
Read More...

କନିକାଙ୍କ ପୁଣି ଟେଷ୍ଟ ହେବ

ଜଣାଶୁଣା ଗାୟିକା କନିକା କପୁରଙ୍କର ଇତିମଧ୍ୟରେ ୫ଥର କରୋନା ପରୀକ୍ଷା କରାଯାଇସାରିଲାଣି । ୫ଟି ଯାକ ପଜିଟିଭ୍ ବାହାରିଛି । ଆଗକୁ ତାଙ୍କର ପୁଣି ପରୀକ୍ଷା କରାଯିବ ବୋଲି ସଂଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ମେଡିକାଲ ସାଇନ୍ସ ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି । ଏହି ପ୍ରତିଷ୍ଠାନର ନିର୍ଦ୍ଦେଶକ
Read More...

କେସିଆର୍‌ଙ୍କ ବଡ଼ ଘୋଷଣା ମନ୍ତ୍ରୀ, ବିଧାୟକଙ୍କଠାରୁ କଟାଯିବ ୭୫ ପ୍ରତିଶତ ଦରମା

ହାଇଦ୍ରାବାଦ: ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଜି ଏକ ବଡ଼ ଘୋଷଣା କରିଛନ୍ତି । କରୋନା ପାଇଁ ରାଜ୍ୟ ବିଧାନସଭାକୁ ନିର୍ବାଚିତ ଜନପ୍ରତିନିଧିଙ୍କ ଦରମାର ୭୫ ପ୍ରତିଶତ କଟାଯାଇ କରୋନା କାର୍ଯ୍ୟରେ ଲାଗୁ କରାଯିବ ବୋଲି ସେ କହିଛନ୍ତି । ସେମାନଙ୍କ ସହିତ ସେ ନିଜର ଦରମାରୁ ୭୫
Read More...

ଅସହାୟଙ୍କ ସାହାର ସାଜିଲେ କିନ୍ନର, ଲୋକେ ଦେଲେ ସାବାସୀ

ବାଲିଗୁଡା; କରୋନା ସଂକ୍ରମଣ ଭୟରେ ସରା ଦେଶରେ ଲାଗିରହିଛି ଲକଡାଉନ । ଏହି ଲକଡାଉନରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଏଥିରେ ଅସହାୟ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିବା ଦେଖିବାକୁ ମିଳିଛ କିନ୍ତୁ ଏହି ଅସହାୟ ମାନଙ୍କୁ ସାହାର ଦେବାକୁ ଆଗେଇ ପଡିଛନ୍ତି କିଛି
Read More...

ଏସିଆର ସବୁଠାରୁ ସ୍ୱଚ୍ଛ ଗାଁ ଭାରତରେ, ଏଠାରେ ସାକ୍ଷରତା ହାର ଶତ ପ୍ରତିଶତ

ଆମ ଦେଶ ସଫାସୁତୁରା ମାମଲାରେ ବହୁତ ପଛରେ କିନ୍ତୁ ଆମ ଦେଶରେ ଏଭଳି ଏକ ଗାଁ ଅଛି ଯାହାକି ଏସିଆର ସବୁଠାରୁ ସଫାସୁତୁରା ଗାଁ । ଏହି ଗାଁକୁ ଭଗବାନଙ୍କ ନିଜ ବଗିଚା ବୋଲି କୁହାଯାଏ । ମାବଲ୍ୟାନ୍ନଗ ହିଲ୍ସ ଜିଲ୍ଲାର ଏହି ଗାଁ ମେଘାଳୟର ସିଲଙ୍ଗ ଏବଂ ଭାରତ-ବାଂଲାଦେଶ ବର୍ଡରରୁ ୯୦ କିଲୋମିଟର
Read More...

କରୋନା ମୁକାବିଲା : କୁସ୍ତି ମହାସଂଘ ୧୧ଲକ୍ଷ ଦାନ କଲା, ପୁନମ ଓ ମିତାଲି ବି ବଢାଇଲେ ସହାୟତାର ହାତ

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବୃଜଭୂଷଣ ଶରଣ ମହାସଂଘ ପକ୍ଷରୁ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ୧୧ଲକ୍ଷ ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି । ସେହିପରି ମହିଳା କ୍ରିକେଟର ମିତ୍ତାଲି ରାଜ ୧୦ଲକ୍ଷ ଓ ପୁନମ ଯାଦବ ୨ଲକ୍ଷ ଟଙ୍କା ଦେବାକୁ ଘୋଷଣା
Read More...

ସଚେତନ ହେଲେ ଯୁବସମାଜ : ଗାଁକୁ ଲକଡାଉନ କରିବା ପାଇଁ ଅଣ୍ଟାଭିଡିଲେ

ପୁଇଁତଲା ବ୍ଳକ ବୁବେଲ ଗାଁ କୁ ସଚେତନ ଯୁବକମାନେ ଲକ ଡାଉନ୍ କରିଛନ୍ତି ।ଆଜି ସାପ୍ତାହିକ ବଜାର ବାତିଲ କରାଯାଇଥିଲା କିନ୍ତୁ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗାଁର ବିଭିନ୍ନ ସ୍ଥାନରେ ପରିବା ଆଦି ଜିନିଷ ବିକାକିଣା ପାଇଁ ସୁବିଧା କରି ସାମାଜିକ ଦୂରତା ରକ୍ଷା ପାଇଁ ଚେଷ୍ଟା କରିଛନ୍ତି
Read More...

ପିଏମ୍ ମୋଦି ସେୟାର କଲେ ଯୋଗାସନର ଭିଡିଓ, କହିଲେ ଏଥିରେ ସ୍ୱାସ୍ଥ୍ୟ ଓ ମନ ରହିବ ପ୍ରସନ୍ନ

ନୂଆଦିଲ୍ଲୀ : କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟରେ ଲୋକମାନେ କିପରି ଫିଟ୍ ରହିପାରିବେ ସେହିଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଯୋଗାସନର ଏକ ଭିଡିଓ ସୋସିଆଲ ସାଇଟ୍ ସେୟାର କରିଛନ୍ତି ।
Read More...

ଭୋକିଲା ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ବଣ୍ଟନ

ସମ୍ବଲପୁର : ସବୁଆଡେ ଲକଡାଉନ କଡାକଡି ଭାବେ ପାଳନ କରା ଯାଉ ଥିବାରୁ ଅନେକ ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି ଓ ସେମାନେ ଭୋକ ଉପାସ ରେ ଅସହାୟ ପଡି ରହିଛନ୍ତି । ଏପରି ଅସହାୟ ଲୋକଙ୍କ ପାଖକୁ ଭୋଛନ ପହଞ୍ଚାଇବା ପାଇଁ ପ୍ରଶାସନ ସହିତ କିଛି ସ୍ବେଚ୍ଛାସେବୀ ଆଗେଇ ଆସିଛନ୍ତି । ସମ୍ବଲପୁର ନଗର
Read More...