ବଣ୍ଟା ହେଲା ପିଡିଏସ୍ ସାମଗ୍ରୀ ଓ ସାମାଜିକ ସୁରକ୍ଷା ଭତ୍ତା

ଭଦ୍ରକ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଚାଉଳ ଓ ଗହମ ସେମାନଙ୍କ ଘରେ ପହଞ୍ଚାଇ ବଣ୍ଟନ କରାଯିବା କାର୍ଯ୍ୟ ଆଜି ଠାରୁ ଆରମ୍ଭ ହୋଇଛି । ଏହା ସହିତ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବିଧବା, ବୃଦ୍ଧ, ଭିନ୍ନକ୍ଷମ ଭତ୍ତା ମଧ୍ୟ ହତିଧିକାରୀଙ୍କ
Read More...

ପିସିଆର୍ ପାଲଟିଲା ଆମ୍ବୁଲାନ୍ସ

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁଁ ସାରା ଦେଶ ଲକ୍‌ଡାଉନ୍‌ରେ ଥିଲା ବେଳେ ଦିଲ୍ଲୀରେ ଜଣେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ସାହାଯ୍ୟର ହାତ ବଢ଼ାଇଛି ଦିଲ୍ଲୀ ପିସିଆର୍ ଭ୍ୟାନ୍ । ସୂଚନାଯୋଗ୍ୟ, ଦିଲ୍ଲୀ ମୈଦାନ ଗରି ଅଞ୍ଚଳର ଜଣେ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା
Read More...

କରୋନା ପାଇଁ ରାସ୍ତାଘାଟ ବିଶୋଧିତ

ସମ୍ବଲପୁର : ଜନସାଧାରଣ ଙ୍କୁ କରୋନା ଦାଉରୁ ସୁରକ୍ଷିତ ରଖିବା ପାଇଁ ଗତରାତି ରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ରାସ୍ତାଘାଟର ବିଶୋଧନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଗତରାତି ରେ ସ୍ଥାନୀୟ ଖେତରାଜପୁର ଅଞ୍ଚଳରେ ଅଗ୍ନିଶମ ବାହିନୀ ର ସାହାଯ୍ୟ ରେ ଏହା ଆରମ୍ଭ ହେଲା । ଏହି ବିଶୋଧନ ପାଇଁ
Read More...

ଗାଁ ଗହଳିରେ ସଚେତନତା ବଢୁଛି

ସମ୍ବଲପୁର : କରୋନା ବିରୂଦ୍ଧ ରେ ଗାଁ ଗହଳିର ଲୋକଙ୍କ ସଚେ ତନତା ର ବାର୍ତ୍ତା ନେଇ ଆଶାକର୍ମୀ ଓ ଆଙ୍ଗନ ବାଡି କର୍ମୀ ବୁଲୁଛନ୍ତି । ସେମାନେ ଜନସାଧାରଣ ଙ୍କ ମଧ୍ୟରେ ନିଶୁଳ୍କ ମାସ୍କ ବାଣ୍ଟିବା ସହିତ ସାବୁନ ରେ କିପରି ହାତ ଧୋଇବା ଉଚିତ, ତାହା କରି ଦେଖାଇ ବୁଝାଉଛନ୍ତି । ଏପରି ସମୟରେ ମଧ୍ୟ
Read More...

ଶହେ ପ୍ରତିଶତ କରଜ ଟଙ୍କା ଦେବେ ମାଲ୍ୟା

ଲଣ୍ଡନ: କରୋନା ଭାଇରସ୍ ଭଳି ମାରାତ୍ମକ ମହାମାରୀରେ ସାରା ବିଶ୍ୱ କବଳିତ ଥିବା ବେଳେ ସମସ୍ତ ଦେଶ ସାହାଯ୍ୟର ହାତ ପତାଇଛନ୍ତି । ଆହୁରି ମଧ୍ୟ ଶିଳ୍ପପତିମାନଙ୍କ ଠାରୁ ସାହାଯ୍ୟ ରାଶି ପାଉଛନ୍ତି । କିନ୍ତୁ ଏତିକି ବେଳେ ଭାରତରୁ ବିଭିନ୍ନ ବ୍ୟାଙ୍କରୁ ଋଣ କରି ହଜାର ହଜାର କୋଟି ଖିଲାପ କରି
Read More...

ପୁଣି ନିବେଦନ କଲେ କେଜ୍ରିୱାଲା : ଘରେ ରୁହନ୍ତୁ,ଗୀତା ପଢ଼ନ୍ତୁ

ନୂଆଦିଲ୍ଲୀ : କରୋନା ପାଇଁ ୨୧ ଦିନିଆ ଲକ୍‌ଡାଉନ୍‌ରେ ବନ୍ଦୀ ଅବସ୍ଥାରେ ଥିବା ଜନସାଧାରଣଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ପୁଣିଥରେ ଅପିଲ୍ କରିଛନ୍ତି । ସେ କହିଛନ୍ତି ଯେ, ଆପଣ ଯେଉଁଠାରେ ଅଛନ୍ତି ସେହିଠାରେ ରୁହନ୍ତୁ । ଯଦି ବାହାରକୁ ବାହାରି ବୁଲାବୁଲି କରିବେ, ବିନା
Read More...

ସଲମାନଙ୍କ ଭଣଜାଙ୍କ ମୃତ୍ୟୁ

କୋଲକାତା: ଗତକାଲି ବଲିଉଡ୍‌ର ସୁପରଷ୍ଟାର ସଲମନ୍ ଖାଁନ୍ ୨୫ ହଜାର ଅଭିନେତା/ଅଭିନେତ୍ରୀଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇ ଖୁସି ମନାଉଥିବା ବେଳେ ଆଜି ତାଙ୍କ ନିଜ ପାଇଁ ଏକ ଦୁଃଖଦ ସମୟ ପଡ଼ିଛି । ଗତକାଲିର ଖୁସି ଆଜି ପାଣି ଫୋଟକା ଭଳି ଉଭେଇ ଯାଇଛି । ଖବରରରୁ ପ୍ରକାଶ ଯେ, ସଲମାନ୍ ଖାଁଙ୍କ
Read More...

ସାବାସ୍ ଆଦ୍ୟାଶା : ୪ବର୍ଷର ସଞ୍ଚିତ ଅର୍ଥ ଦାନ କଲେ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ଆଇଆରଇଏଲ୍ ସ୍କୁଲର ଛାତ୍ରୀ ଆଦ୍ୟାଶା ଆଦ୍ୟାସ୍ମିତା କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି । ଦୀର୍ଘ ୪ବର୍ଷ ଧରି ସେ ନିଜ ସରାଗାତରେ ଯେଉଁ ଅର୍ଥ ସଂଚୟ କରି ରଖିଥିଲେ, ସେହି ଅର୍ଥକୁ ସେ ସିଏମଆରଏଫ୍ କୋଭିଡ-୧୯
Read More...

ଜାପାନର ମନୋରଂଜନ ଦୁନିଆରେ କରୋନା ଲଗାଇଲା ଦାଗ

ଟୋକିଓ୍‌: ସାରା ବିଶ୍ୱରେ କରୋନା ବିରୋଧରେ ଲଢ଼େଇ ଜାରି ରହିଛି । ଏହା ଆଜିସୁଦ୍ଧା ୩୩ ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ ନେଇସାରିଥିବା ବେଳେ ସାଢ଼େ ସାତ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇ ଚିିକତ୍ସିତ ହେଉଛନ୍ତି । ଏହି ମହାମାରୀ ଭଳି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ
Read More...

ଭିନିଲ୍ କ୍ରିଷ୍ଣା ହେଲେ ବାଲକ୍ରିଷ୍ଣାନ୍‌ଙ୍କ ଓଏସ୍‌ଡି

ଭୁବନେଶ୍ୱର: ୨୦୦୫ ବ୍ୟାଚର ବରିଷ୍ଠ ପ୍ରଶାସକ ଭିନିଲ୍ କ୍ରିଷ୍ଣାଙ୍କୁ ରାଜ୍ୟ ସରକାର ଆଜି ଆହୁରି ଅଧିକ ଗୁରୁଦାୟିତ୍ୱ ଦେଇଛନ୍ତି । ଅଦ୍ୟାବଧି ସେ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଓ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ପଦବୀରେ ଦାୟିତ୍ୱ ତୁଲାଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ
Read More...