କରୋନା ଯୋଡ଼ିଲା ଓଡ଼ିଶା ଇତିହାସରେ ନୂଆ ଅଧ୍ୟାୟ :ଦେଢ଼ଲକ୍ଷ କୋଟି ଟଙ୍କାର ବ୍ୟୟ ମଞ୍ଜୁରି ବିଲ୍ ପାରିତ
ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଇତିହାସରେ ବିଶ୍ୱବ୍ୟାପୀ କାୟା ମେଲାଇଥିବା ମହାମାରୀ କରୋନା ଏକ ନୂଆ ଫର୍ଦ୍ଦ ସୃଷ୍ଟି କରିଛି । ଷୋଡ଼ଶ ବିଧାନସଭାର ବଜେଟ୍ ଅଧିବେଶନ ଲୋକସେବା ଭବନର କନଭେନ୍ସନ୍ ସେଣ୍ଟରରେ ଆଜି ବସିଥିଲା । ଗୃହକାର୍ଯ୍ୟ ପୂର୍ବାହ୍ନ ୧୧ଟାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ!-->…
Read More...
Read More...