ଅନାହାରରେ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ
ସମ୍ବଲପୁର :ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଧନକୌଡା ଅଞ୍ଚଳରେ ଜଣେ ଅସହାୟ ବୃଦ୍ଧାଙ୍କ ଅନାହାର ଯୋଗୁଁ ମୃତ୍ୟୁ ଅଭିଯୋଗ କରାଯାଇଛି । ସ୍ଥାନୀୟ ଧନୁପାଲି ପାଖ ପିଲାକନ୍ଦେଇ ପଡାରେ ଏହି ବୃଦ୍ଧା ଜଣକ ତାଙ୍କ ସ୍ବାମୀଙ୍କ ସହିତ ରହୁଥିଲେ ଓ ପ୍ରାୟ ୬ମାସ ପୂର୍ବେ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା!-->…
Read More...
Read More...