ସମୁଦ୍ରରେ ମହାବାତ୍ୟା ରୂପ ନେଲା ଅମ୍ଫନ

ଭୁବନେଶ୍ୱର: ସାମୁଦ୍ରିକ ଝଡ ଅମ୍ପନ ସମୁଦ୍ର ମଧ୍ୟରେ ମହାବାତ୍ୟା(ସୁପର ସାଇକ୍ଲୋନ)ର ରୂପ ନେଇଛି । ଆଜି ସଂଧ୍ୟାରେ ଏହା ସ୍ଥଳଭାଗ ଆଡକୁ ୮ କି.ମି. ବେଗରେ ଗତି କରୁଥିବା ବେଳେ ବାଂଲାଦେଶର ହାତୀଆ ଦ୍ୱୀପପୁଞ୍ଜ ଓ ଓଡିଶା ସୀମାବର୍ତ୍ତୀ ଦିଘା ମଧ୍ୟବର୍ତ୍ତୀ ସ୍ଥାନରେ ଏହା ଲ୍ୟାଣ୍ଡଫଲ କରିବ ବୋଲି
Read More...

ଜୁଲାଇ ୧ରୁ ସିବିଏସ୍‌ଇ ପରୀକ୍ଷା

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧ ତାରିଖରୁ ସିବିଏସ୍‌ଇର ଦ୍ୱାଦଶ ଶ୍ରେଣୀର ପରୀକ୍ଷା ହେବ । ଏଥିପାଇଁ କାର୍ଯ୍ୟସୂଚୀ ସୋମବାର ଜାରି କରାଯାଇଛି । ତା'ସହିତ ପରୀକ୍ଷା ପାଇଁ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି । କରୋନା ଓ ଲକ୍‌ଡାଉନ୍ ପାଇଁ ବାକି ରହିଯାଇଥିବା ଶ୍ରେଣୀଗୁଡ଼ିକର ପରୀକ୍ଷା ହେବ ।
Read More...

ଲକ୍ଷେ ମୁହାଁ ଦେଶର ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ : ଭାରତ ଗତ କିଛିଦିନ ମଧ୍ୟରେ ସଂକ୍ରମଣ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଦେଶକୁ ଅତିକ୍ରମ କରିଚାଲିଛି । ଏବେ ଦେଶର ସଂକ୍ରମଣ ସ୍ଥିତି ଅତି ଭୟଙ୍କର । ଏହା ଲକ୍ଷେ ଆଡକୁ ଗତି କରୁଛି । ସେହିପରି, ମୃତ୍ୟୁସଂଖ୍ୟା ମଧ୍ୟ ତିନି ହଜାର ଟପିଗଲାଣି । ତେବେ ଆରୋଗ୍ୟ ହାର ମଧ୍ୟ ବଢ଼ୁଛି ।
Read More...

ଖାଉଟିଙ୍କ ଠାରୁ କିରୋସିନ ଦର ଦୁଇଗୁଣା ଆଦାୟ ଅଭିଯୋଗ

ବୌଦ୍ଧ:ଲକଡାଉନ ସମୟରେ ସରକାରୀ ଧାର୍ଯ୍ୟ ଦରଠାରୁ ଅଧିକ ଦରରରେ ଖାଉଟିଙ୍କୁ ସରକାରୀ ରିଟେଲରମାନେ କିରୋସିନ ବିକ୍ରି କରିଥିବା ଆଲୋଚନା ଚାଲିଛି । ସେହି ପରିପ୍ରେକ୍ଷୀରେ ବୌଦ୍ଧଜିଲ୍ଲା ମଧ୍ୟ ବାଦ୍ ପଡିନାହିଁ । ବୌଦ୍ଧବ୍ଲକ ବହିରା ଗ୍ରାମପଞ୍ଚାୟତରେ ସରକାରୀ ଧାର୍ଯ୍ୟଦର ୧୫ଟଙ୍କା ଥିବାବେଳେ
Read More...

କୋହଲି ନିଃସନ୍ଦେହରେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌: ଚାପେଲ୍‌

ନୂଆଦିଲ୍ଲୀ : ବର୍ତ୍ତମାନ ପୀଢ଼ୀର କ୍ରିକେଟରମାନଙ୍କ ମଧ୍ୟରେ ଭାରତୀୟ ସ୍କିପର ବିରାଟ କୋହଲି ନିଃସନ୍ଦେହରେ ବିଶ୍ୱର ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ । ତାଙ୍କର ସମୟୋପଯୋଗୀ ସର୍ଟଏବଂ ଅବିଶ୍ୱସନୀୟ ଫିଟ୍‌ନେସ୍ ତାଙ୍କୁ ଏଭଳି ଶ୍ରେଷ୍ଠତ୍ୱ ପ୍ରଦାନ କରିଛି । କୋହଲିଙ୍କ ସଂପର୍କରେ ଏଭଳି ସକରାତ୍ମକ
Read More...

ଚିନ୍ତା ବଢାଉଛି ଅଧାପନ୍ତରିଆ ଫ୍ଲାଇଓଭର : ଟ୍ରାଫିକ ସମସ୍ୟା ସାଙ୍ଗକୁ ସାମାଜିକ ଦୂରତା ରକ୍ଷା ହୋଇପାରୁନି

ସମ୍ବଲପୁର: ସମ୍ବଲପୁର ନଗର ମଝି ନିର୍ମାଣଧୀନ ଫ୍ଲାଇଓଭର ବର୍ତ୍ତମାନ ପ୍ରଶାସନ ଓ ଜନସାଧାରଣ ଉଭୟଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ନିର୍ମାଣ ପୁରାକରିବା ପାଇଁ ବାରମ୍ବାର ସମୟନେଇ ଏହାର ଠିକାଦାର କାମ ସାରିପାରୁନାହିଁ । ମୂଳତଃ ଏହାର ନିର୍ମାଣ କାର୍ଯ୍ୟ ୧୨ ଫେବୃଆରୀ ୨୦୧୬ରେ ଆରମ୍ଭହୋଇ ୨୧ମେ
Read More...

ପୋଲିସ ଏନକାଉଣ୍ଟରରେ ଜଣେ ପିଏଲଏଫଆଇ ସଦସ୍ୟ ମୃତ୍ୟୁ, ୫ ଗିରଫ

ରାଉରକେଲା : ଓଡ଼ିଶା-ଝାଡଖଣ୍ଡ ସୀମାନ୍ତରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏହି ଗୁଳିବିନିମୟରେ ମାଓବାଦୀ ସଙ୍ଗଠନର ଶାଖା ପିଏଲଏଫଆଇ ର ସଦସ୍ୟ ପଣ୍ଡିତର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଏହି ଏନକାଉଣ୍ଟରରେ ଆହତ ଥିବା ପ୍ରବୀଣ କାଣ୍ଡୁଲାନା ଆହତ ଥିବା ଯୋଗୁଁ
Read More...

ଆଇପିଏଲ୍ ଏତେଶୀଘ୍ର ନୁହେଁ: ବିସିସିଆଇ

ନୂଆଦିଲ୍ଲୀ : ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ୧୭ ତାରିଖରେ ଶେଷ ହୋଇଛି ଏବଂ ୧୮ରୁ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟ ପାଇଁ ଘୋଷିତ ନୂଆ ଗାଇଡଲାଇନରେ ଷ୍ଟାଡ଼ିୟମ ଓ ସ୍ପୋର୍ଟସ୍ କମ୍ପେ୍ଲକ୍ସ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ତେବେ ଷ୍ଟାଡ଼ିୟମ ଭିତରକୁ ଦର୍ଶକଙ୍କୁ
Read More...

ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରବାସୀ ଓଡିଆଙ୍କୁ ଯୋଗଶିକ୍ଷା ଦେଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସଂଗରୋଧରେ ରହୁଥିବା ପ୍ରବାସୀ ଓଡିଆଙ୍କ ରୋଗ ପ୍ରତିଷେଧକ ଶକ୍ତି ବଢାଇବା ଏବଂ ମାନସିକ ସ୍ୱାସ୍ଥ୍ୟର ସନ୍ତୁଳନ ପାଇଁ ଜିଲ୍ଲା ପ୍ରଶାସନ ୪୫ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୬୮୨ ଅନ୍ତେବାସୀଙ୍କୁ ଯୋଗ
Read More...

ଅଂଶୁଘାତ ଓ ହୃଦ୍‌ଘାତ ଯୋଗୁଁ ହାତୀଶାବକର ମୃତ୍ୟୁ

ସମ୍ବଲପୁର : ଚିକିତ୍ସାଧୀନ ଏକ ହାତୀ ଶାବକର ମୃତ୍ୟୁ ଘଟିଛି । ବନବିଭାଗୀୟ କର୍ମଚାରୀ ଏହି ହାତୀ ଶାବକକୁ ଶନିବାରଦିନ ହାତୀପଲ ସହିତ ଦେଖିଥିଲେ କିନ୍ତୁ ପରେ ଏହା ହଠାତ ଅସୁସ୍ଥ ହୋଇପଡିଥିଲା । ଏହା ଜାଣିବାପରେ ରବିବାରଦିନ ଏହାକୁ ଠାବକରି ତାହାର ଚିକିତ୍ସା କରାଗଲା କିନ୍ତୁ ଚିକିତ୍ସାରତ
Read More...