ଗ୍ୟାସ୍ ଟାଙ୍କି ଲିକ୍ ହୋଇ ୨ ମୃତ
ରାଉରକେଲା : ସେକ୍ଟର-୭ ଥାନା ଅନ୍ତର୍ଗତ କବିସମ୍ରାଟ୍ ପାଲିରେ ଏକ ଅଘଟଣ ଘଟିଯାଇଛି । ଗ୍ୟାସ୍ ଟାଙ୍କି ଲିକ୍ ହୋଇ ଗୋଟିଏ ପରିବାରର ୨ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ସୋମବାର ଦିନ ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହେବା ଫଳରେ ଏଥିରେ ନିଆଁ ଲାଗି ବାପା, ମା ଓ ପୁଅ ଗୁରୁତର ହୋଇଥିଲେ ।!-->…
Read More...
Read More...