ସୀମାରେ ସାମରିକ ହେଲିକପ୍ଟର ଉଡ଼ାଇଲା ଚୀନ୍
ନୂଆଦିଲ୍ଲୀ : ଭାରତର ବାରମ୍ବାର ପରାମର୍ଶ ଓ ତାଗିଦ୍ ସତ୍ତ୍ୱେ ଚୀନ୍ର ଆଚରଣରେ ସୁଧାର ଆସୁନି । ଏହାର ସୈନ୍ୟମାନଙ୍କ ଉତ୍ପାତ୍ତ ଦିନକୁ ଦିନ ବଢ଼ିବାରେ ଲାଗିଛି । ଯେଉଁଥିପାଇଁ ସୀମାନ୍ତରେ ଉତ୍ତେଜନା ବଢ଼ୁଛି । ନିକଟରେ ସିକିମ୍ ସୀମାନ୍ତରେ ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ହାତାହାତି ହୋଇଥିଲା!-->…
Read More...
Read More...